ସାପ କାମୁଡ଼ାରେ ମୃତ ନାବାଳକକୁ ମୋବାଇଲରେ ଝଡ଼ାଫୁଙ୍କା, ଆମ୍ବୁଲାନ୍ସରେ ୨ ଘଣ୍ଟା ପଡ଼ି ରହିଲା ମୃତଦେହ
ସୋର : ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସର କରୁଣ ଚିତ୍ର । ସାପ କାମୁଡ଼ାରେ ମୃତ ନାବାଳକକୁ ମୋବାଇଲ ଫୋନରେ ଝଡ଼ାଫୁଙ୍କା କଲା ଗୁଣିଆ । ଆମ୍ବୁଲାନ୍ସରେ ୨ ଘଣ୍ଟା ପଡ଼ି ରହିଲା ମୃତଦେହ । ବାଲେଶ୍ୱର ଜିଲ୍ଲା ପାଣିଶିଆଳି ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗତକାଲି ଜଗବନ୍ଧୁ ବେହେରାଙ୍କ ୧୩…