Browsing Tag

solar energy

ଶକ୍ତିର ଅଭାବକୁ ଦୂର କରିବ ନ୍ୟୁକ୍ଲିୟର ଫ୍ୟୁଜନ, ଉତ୍ପତ୍ତି ହେବ ସୂର୍ଯ୍ୟଙ୍କଠୁ ଅଧିକ ତାପ

ବ୍ରିଟେନରେ ବୈଜ୍ଞାନିକ ମାନେ ଏକ ନୂଆ ପରୀକ୍ଷା କରିବାକୁ ଯାଉଛନ୍ତି। ଯେଉଁଥିରେ ଏକ ଛୋଟ କ୍ୟାମେରାରେ ସେ ସୂର୍ଯ୍ୟଙ୍କ ଠାରୁ ଦୁଇଗୁଣ ତାପମତ୍ରା ସୃଷ୍ଟି କରିବେ । ରିସର୍ଚ୍ଚରଙ୍କ କହିବା ଅନୁଯାୟୀ, ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଦୁନିଆରେ ଶକ୍ତିର ଅଭାବ ଆଉ ରହିବ ନାହିଁ। ସୂଚନା…

ଡିଏମଆରସିର ଐତିହାସିକ ପଦକ୍ଷପ, ପ୍ରଥମ ଥର ପାଇଁ ସୌର ଶକ୍ତି ସାହାଯ୍ୟରେ ଚାଲିଲା ମେଟ୍ରୋ

ଦିଲ୍ଲୀ ମେଟ୍ରୋ କର୍ପୋରେସନ ଗତକାଲି ଅର୍ଥାତ୍ ଗୁରୁବାର ଦିନ ପ୍ରଥମ ଥର ସୌର ଶକ୍ତି ସାହାଯ୍ୟରେ ମେଟ୍ରୋ ଚାଲିବାର ଇତିହାସ ରଚିଛି। ମଧ୍ୟ ପ୍ରଦେଶର ରୀୱା ସୌର ଶକ୍ତି କାରଖାନାରୁ ବିଜୁଳି ନେଇ କାଶ୍ମିରୀ ଗେଟ୍ ଠାରୁ ଫରିଦାବାଦ ଯାଉଥିବା ୱାୟଲେଟ ଲାଇନରେ ଟ୍ରେନର ପରିଚାଳନା କରାଯାଇଛି। ଏହି…