ମମତାର ସ୍ନେହ ଭୁଲିଗଲା ପୁଅ, ମାକୁ ଛୁରୀ ଭୁସି କଲା ହତ୍ୟା
କଟକ : ପୁଅ ଭୁଲିଗଲା ମାଆର ମମତା । ଯେଉଁ ମାଆର ପଣତ କାନିରେ ଘୋଡ଼ାଇ ହୋଇ ରହୁଥିଲେ, ସେହି ମାଆକୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ । ଛୁରୀ ଭୁସି ହତ୍ୟା କଲେ ନୃଶଂସ ପୁଅ। କଟକ ମହାନଦୀବିହାର ସେକ୍ଟର-୨ ବ୍ରହ୍ମାନନ୍ଦ ଛକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ପୁଅ ମିଶି ମାଆକୁ ମାରିଦେଇ…