Browsing Tag

soro

ପାଚେରୀ ଡେଇଁ କଏଦୀ ଚମ୍ପଟ,ଜେଲ୍‌ କର୍ମଚାରୀଙ୍କ ଚାଲିଛି ଖୋଜାଖୋଜି

ସୋର(କେନ୍ୟୁଜ୍):  ପାଚେରୀ ଡେଇଁ କଏଦୀ ଚମ୍ପଟ । ବାଲେଶ୍ୱର ଜିଲ୍ଲା ସୋର ମୂଳିସିଂ ସ୍ଥିତ ସବ୍‌ ଜେଲରୁ ପାଚେରୀ ଡେଇଁ କଏଦୀ ଚମ୍ପଟ ମାରିଛି । ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ବିଚାରଧୀନ କଏଦୀ ଭାବେ ସୋର ସବ୍‌ ଜେଲ୍‌ରେ ଥିଲେ। ଆଜି ପାଚେରୀ ଡେଇଁ ବିଲରେ ଦୌଡ଼ି ଫେରାର…

ବାଲେଶ୍ବର: ମଦ ଦୋକାନକୁ ବିରୋଧ କରୁଥିଲେ ନଶୁଣିବାରୁ ଜାଳିଦେଲେ ଦୁର୍ବୃତ୍ତ

ସୋର(କେନ୍ୟୁଜ୍): ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଲିଦେଲେ ଦୁର୍ବୃତ୍ତ ତା ସହିତ ମଦ ମାଲିକଙ୍କର ୪ଚକିଆ ଯାନକୁ ଜାଳି ଦେଇଛନ୍ତି । ସନ୍ଦେହରେ ଖନ୍ତାପଡା ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି ।  ଖବର ମୁତାବକ ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା…

ସୋରରେ ଏନକାଉଣ୍ଟର: ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୃତ

ସୋର (କେନ୍ୟୁଜ): ସୋରରେ ଏନକାଉଣ୍ଟର । ପୋଲିସ୍‌ ସହ ଦୁର୍ଦ୍ଦାନ୍ତ ଅପରାଧି ଧସ୍ତାଧସ୍ତି ବେଳେ ଅପରାଧି ବନ୍ଧୁକରୁ ଗୁଳି ଫୁଟି ଅପରାଧି ମୃତ । ଗୋପାଳପୁର ଫାଣ୍ଡି ପୋଲିସ୍‌ର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ଅପରାଧି ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ ବୋଲି…

ବୀଭତ୍ସ ଘଟଣା : ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ, ଶୌଚାଳୟରେ କିରୋସିନି ଢାଳି ଲଗାଇଦେଲା ନିଆଁ

ସୋର (କେନ୍ୟୁଜ): ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା । ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

ସାପ କାମୁଡ଼ାରେ ବାଳକର ମୃତ୍ୟୁ, ଶୋଇଥିବା ବେଳେ ମାରିଲା ଚୋଟ

ସୋର (କେନ୍ୟୁଜ୍‌) : ଶୋଇଥିଲା ବେଳେ ସାପକାମୁଡାରେ ବାଳକର ମୃତ୍ୟୁ ଘଟିଛି । ପିଲାଟି ହେଉଛି ଵାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡିଆ ଗାଁର କରୁଣାକର ପ୍ରଧାନଙ୍କ ପୁଅ ତାପସ। ସେ ରାତିରେ ଶୋଇଥିବା ବେଳେ ତାର ପାଦକୁ ସାପ କାମୁଡି ଦେଵାରୁ ସେ ଚିତ୍କାର କରିଥିଲା । ପରିବାର ଲୋକେ…

ଦ୍ରୁତଗାମୀ ଟ୍ରେନ୍ ରହଣି ଦାବିରେ ରେଳ ରୋକ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ସୋର (କେନ୍ୟୁଜ): ଆଜି ସକାଳ ୭ :୩୦ ରୁ ସୋର ଷ୍ଟେସନ ଲେବୁଲ କ୍ରସିଂ ଠାରେ ଅନିର୍ଦ୍ଧିଷ୍ଟ ରେଳ ରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳ ରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳ ରୋକ ହୋଇଛି । ରେଳରୋକ ଯୋଗୁ ବ୍ୟାପକ ଆରପିଏଫ ଜିଆରପି…

ହଜିଗଲା ମାନବିକତା, ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା

ସୋର (କେନ୍ୟୁଜ): ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର…

ପୁଣି କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ, ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ

ସୋର(କେନ୍ୟୁଜ୍):  କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଦୁଇଟି ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚଳାଇଛି ଉଦ୍ୟମ । ସୋର ରେଳ ଷ୍ଟେସନ ୧ ନଂ ପ୍ଲଟଫର୍ମରେ ଟ୍ରେନ୍ ଠିଆ ହୋଇରହିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି…

ବିଦ୍ୟାଳୟ ପରିଦର୍ଶନରେ ଆସି ଅପରିଷ୍କାର ପରିବେଶ ଦେଖି ମନ ଦୁଃଖ ହେଲା, ଝାଡୁ ଧରି ପାଇଖାନା ସଫା କଲେ ପର୍ଯ୍ଯଟନ…

ସୋର(କେନ୍ୟୁଜ୍):ନବୀନ ମନ୍ତ୍ରୀ ମଣ୍ଡଳରେ ସାଧାରଣ ଜୀବନ ଶୈଳୀର ଆଉ ଏକ ଉଦାହରଣ ।ଯାହା ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଦେଇଛି ।ବିଦ୍ୟାଳୟରେ ପାଇଖାନା ଓ ବେସିନ ସଫା କଲେ ମନ୍ତ୍ରୀ ।ନବୀନ ପଟ୍ଟନାୟକ କଥା କୁହନ୍ତୁ କି ତାଙ୍କ ମନ୍ତ୍ରୀ ମଣ୍ଡଳ କୁହନ୍ତୁ ସାଧାରଣ ଜୀବନକୁ ନେଇ ଚର୍ଚ୍ଚା ଥାଆନ୍ତି…

ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି, ପ୍ରେମିକାର ବାହାଘର ପରେ ପ୍ରେମିକ କଲା ଆତ୍ମହତ୍ୟା

ସୋର(କେନ୍ୟୁଜ୍):  ରାତିରେ ପ୍ରେମିକାର ବାହାଘର  ସକାଳେ ପ୍ରେମିକର ମିଳିଲା ଶବ। ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି। ସେଥିପାଇଁ ତା ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି। ପୂରା ଫିଲ୍ମ ସିନ୍ ଭଳି ଜଣେ ଯୁବକ ଏଭଳି  ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ଥିଲା ପ୍ରେମିକାର…

୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଲେ ନାହିଁ କଣ୍ଟ୍ରୋଲ ଡିଲର, ଟେକିନେଇ ୩ କିଲୋମିଟର ବାଟ ଚଲାଇଲେ  ଲୋକେ

ସୋର(କେନ୍ୟୁଜ୍): କଣ୍ଟ୍ରୋଲ ଡିଲରର ମନମାନି । ୪ ମାସ ଧରି ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନଦେବାରୁ ଡିଲରଙ୍କୁ ଗାଁରେ ଚଲାଇଲେ ଲୋକେ । ସରପଞ୍ଚ ସମେତ ଗ୍ରାମବାସୀ ଟେକିନେଇ ୩ କିଲୋମିଟର ବାଟ ଚଲାଇ ଚଲାଇ ନେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍‌ ଖୁଣ୍ଟା…

ଦିବଂଗତ ପୁଅ ପାଇଁ ମା’ର ମହାନତା: ଶ୍ରାଦ୍ଧବାର୍ଷିକୀରେ ନିଜ ଅଙ୍ଗ ସହ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିଦେଲା ମା

ସୋର(କେନ୍ୟୁଜ୍): ଏତେ ସମ୍ପତ୍ତି ବାଡି ରଖିବି କାହା ପାଇଁ।  ଯାହା ପାଇଁ ଏ ସମ୍ପତ୍ତି ବାଡି ସେ ତ ରହିଲା ନାହିଁ । ଆଉ ଏତେ ସମ୍ପତ୍ତି ରଖିବି ମୁଁ କାହା ପାଇଁ ।  ପୁଅ ଥିଲା ସମାଜସେବୀ ଦୁଃଖୀ ରଙ୍କିଙ୍କ ସେବାରେ  କଟୁଥିଲା ତା ଜୀବନ । ସେଇଥିରେ ସିଏ ଆନନ୍ଦ ପାଉଥିଲା ସବୁ ବେଳେ ଦୁଃଖୀ…