ଘଷିପୁରା ଆସନରୁ ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ, ଆସନ୍ତା ୬ରେ ନାମାଙ୍କନ
ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ । କେନ୍ଦୁଝର ଜିଲ୍ଲା ଘଷିପୁରା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆସନ୍ତା ୬ ତାରିଖରେ କରିବେ ନାମାଙ୍କନ । !ପିତୃଋଣ ପରିଶୋଧ କରିବାକୁ ବୋଧ ହୁଏ ଏହି ସୁଯୋଗ ଭଗବାନ ଦେଇଥିବା କହିଛନ୍ତି ସୌମ୍ୟ ! । ଆନନ୍ଦପୁରରେ…