ଶିଶୁଙ୍କ ପ୍ରିୟ ଷ୍ଟାର ବାଲବୀର କରିବେ ଚନ୍ଦ୍ର ଅଭିଯାନ, ୩ ଲକ୍ଷ ଲୋକଙ୍କ ମଧ୍ୟରୁ ବଛା ଗଲା ଦେବଯୋଶୀଙ୍କୁ
ନୂଆଦିଲ୍ଲୀ : ସବ୍ ଟିଭିର ଚର୍ଚ୍ଚିତ ଶୋ’ ‘ବାଲବୀର’ ର ଶିଶୁ କଳାକାର ବାଲବୀର ଅର୍ଥାତ ଦେବ ଯୋଶୀଙ୍କ କଥା ଆପଣଙ୍କ ମନେଥିବ । ଏବେ ସେ ବଡ ହୋଇଗଲେଣି ଓ ଚାନ୍ଦ ମାମଙ୍କୁ ଭେଟିବାକୁ ଯାଉଛନ୍ତି । ଜାପାନର ଜଣେ ଆରବପତି ଏହି ଟ୍ରିପ ଫାଇନାଲ କରିଦେଇଛନ୍ତି । ଚନ୍ଦ୍ରକୁ ଯିବା ପାଇଁ କିଛି ଲୋକଙ୍କୁ…