କୋରାପୁଟରେ ପଣସ ଚିପ୍ସ କରି ସ୍ବାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବଜାରରେ ବଢୁଛି ଗ୍ରାହକଙ୍କ ଚାହିଦା
ପଣସରୁ ପ୍ରସ୍ତୁତ ହେଉଛି ଚିପ୍ସ। ଚିପ୍ସ ପ୍ରସ୍ତୁତ ନେଇ ଓରମାସ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଛି ତାଲିମ୍। ତା ସହ ବନ ସୁରକ୍ଷା ସମିତିର ସଦସ୍ୟା ମଧ୍ୟ ନେଉଛନ୍ତି ତାଲିମ୍। ପଣସର ଚାହିଦା ବୃଦ୍ଧି ପାଇବା ସହ ଆଉ ବିକ୍ରି ପାଇଁ ଅନ୍ୟ ରାଜ୍ୟକୁ ପଠାଯିବ ନାହିଁ। ଚେନ୍ନାଇ ଓ…