ମହାଦେବଙ୍କର ବି ରହିଛି ନବରାତ୍ରି, କେବଳ ଏହି ସ୍ଥାନରେ ଅନୁଷ୍ଠିତ ହୁଏ ଶିବନବରାତ୍ରି
ଭଗବାନ ଶିବଙ୍କର ଉପାସକ ମାନେ ମହାଶିବରାତ୍ରି ଦିନକୁ ଅତି ଉତ୍ସାହର ସହିତ ଅପେକ୍ଷା କରିିଥାନ୍ତି। ଏହି ଦିନ ସବୁ ଶିବ ମନ୍ଦିରରେ ସକାଳୁ ରାତି ଯାଏଁ ପୂଜା ପାଠ ଓ ଅଭିଷେକ କରାଯାଏ। ଏହି ଦିନ ଦେଶର ବଡ ବଡ ଶିବ ମନ୍ଦିର ମାନଙ୍କରେ ଉତ୍ସବ ଲାଗି ରହିଥାଏ। ଏହି ଉତ୍ସବ ଦେଖିବା ପାଇଁ ଓ…