Below header
Browsing Tag

special story

ଏହି ସହରରେ ଆଜି ବି ଚାଲୁଛି ଘୋଡ଼ାଗାଡ଼ି, ଭଡ଼ା ମାତ୍ର ୧୦ ଟଙ୍କା

ବସ, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମୟରେ ଆଜି ମଧ୍ୟ ଏପରି ଏକ ସହର ଅଛି ଯେଉଁଠାରେ ଘୋଡ଼ା ଗାଡ଼ି ଚାଲୁଛି । ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଏସବୁ ପ୍ରାୟତଃ ବନ୍ଦ ହୋଇଗଲାଣି । ଲୋକମାନେ ନିଜ ଯାତାୟାତକୁ ସହଜ ଓ ସରଳ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି । କିନ୍ତୁ ଭାରତର ଏପରି ଏକ ସହର ଅଛି…

ସମୁୁଦ୍ର କୂଳକୁ ଭାସି ଆସିଲା ମୁଣ୍ଡ ବିହୀନ ଘୋଡ଼ା, ଦେଖାଗଲା ରହସ୍ୟମୟୀ ଦୃଶ୍ୟ

ନିକଟରେ ବ୍ରିଟେନର ଏକ ସମୁଦ୍ର କୂଳରେ ଲୋକମାନଙ୍କୁ ଏକ ରହସ୍ୟମୟୀ ଏବଂ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଦୁଇଟି ଘୋଡ଼ାଙ୍କ ଶବ ଭାସି ଆସିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦୁଇଟି ଘୋଡ଼ା ମଧ୍ୟରୁ ଗୋଟିଏ ଘୋଡ଼ାର ମୁଣ୍ଡ ନଥିଲା । ଏଭଳି ଦୃଶ୍ୟ ସମସ୍ତଙ୍କୁ…

ବିଶ୍ୱର ସବୁଠାରୁ ବଡ଼ ବାଣିଜ୍ୟ କେନ୍ଦ୍ର ଏବେ ଭାରତରେ, ଖୁବଶୀଘ୍ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

ଅଫିସ ବିଲ୍ଠି ତ ଅନେକ ଥାଏ । କିନ୍ତୁ ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଯିବ । ୮୦ ବର୍ଷ ଧରି, ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା କିନ୍ତୁ ସେହି ଟାଇଟଲ୍ ବର୍ତ୍ତମାନ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ଦ୍ୱାରା ନିଆଯାଇଛି । ଯେଉଁଥିରେ ଏକ ଡାଇମଣ୍ଡ…

କେତେବେଳେ ଶୋଇଥାନ୍ତି ମାଛ? ଜାଣନ୍ତୁ ସେମାନଙ୍କ ଆଖିପତା ଥାଏ କି ନଥାଏ

ସୃଷ୍ଟିରେ ଅନେକ ଜୀବଜନ୍ତୁ ରହିଛନ୍ତି । ପ୍ରତ୍ୟେକ ଜୀବଯନ୍ତୁଙ୍କ ମଧ୍ୟରେ କିଛି ନା କିଛି ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଭା ରହିଥାଏ । ଏହି ଜୀବଯନ୍ତୁଙ୍କ ମଧ୍ୟରୁ ମାଛ ଅନ୍ୟତମ । ମାଛମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ତେବେ ମାଛ ବିଭିନ୍ନ ପ୍ରଜାତିର ଥାଆନ୍ତି । ମାଛମାନେ ସମୁଦ୍ର,…

ମଦ ଠାରୁ ଅଧିକ ନିଶା ଦେଇଥାଏ ଲାଲ୍‌ ମହୁ, ସମଗ୍ର ଦୁନିଆରେ ରହିଛି ଭିନ୍ନ ଚାହିଦା

ମହୁ ବିଷୟରେ ତ ଆପଣ ସମସ୍ତେ ନିଶ୍ଚିତ ଜାଣିଥିବେ । ମହୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମହୁ ବ୍ୟବହାର କରାଯାଏ । ଘରର ବଡ଼ ଲୋକମାନଙ୍କ କହିବା ଅନୁସାରେ ମହୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଥାଏ । କିନ୍ତୁ, ଆପଣ କେବେ ଲାଲ୍‌ ମହୁ ବିଷୟରେ…

ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି ବ୍ରହ୍ମାଣ୍ଡ, ଜୀବଜଗତ ଉପରେ ପଡ଼ିପାରେ ଏହାର ପ୍ରଭାବ

ମଣିଷ ସର୍ବଦା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା କରିଥାଏ । ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏହି ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ମଣିଷ ମନରେ ସ୍ୱତନ୍ତ୍ର ଆଗ୍ରହ ଦେଖାଯାଏ । ବିଶେଷକରି ରାତିର ଅନ୍ଧକାରରେ, ଯେତେବେଳେ ମଣିଷ ଆକାଶରେ ଥିବା ତାରାମାନଙ୍କୁ…

ଷ୍ଟେପଲର ପିନରେ ସାନଦାର କାର ପ୍ରସ୍ତୁତ କଲେ ମହିଳା, ଖୁସି ହୋଇ ଆନନ୍ଦ ମହିନ୍ଦ୍ରା ଦେଲେ ବଡ଼ ଅଫର

ଷ୍ଟେପଲର ପିନକୁ ସାଧାରଣତଃ ଜରୁରୀ ଡକ୍ୟୁମେଣ୍ଟ, ଜେରକ୍ସ ପେପର ଯୋଡ଼ିବା କିମ୍ବା ପାଠ ପଢ଼ା ନୋଟ୍ସକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପିନରୁ ଅନେକ ସୁନ୍ଦର ଜିନିଷ ପ୍ରସ୍ତୁତ କରାଯାଇ ପାରିବ । ଷ୍ଟେପଲର ପିନରେ ଏକ ସୁନ୍ଦର କାର ପ୍ରସ୍ତୁତ କରି…

ଇଣ୍ଟରଷ୍ଟେଲର କଣ? ମହାକାଶର ଏହି ରହସ୍ୟମୟୀ ଜିନିଷକୁ ଖୋଜୁଛନ୍ତି ବୈଜ୍ଞାନିକ

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମହାକାଶରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ମହାକାଶରେ ଥିବା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ମହାକାଶରୁ ବେଳେବେଳେ କିଛି ରହସ୍ୟମୟୀ ଜିନିଷ…

କଲର ବ୍ଲାଇଣ୍ଡର ଶିକାର ହୋଇଥାନ୍ତି କୁକୁର, ଚିହ୍ନି ପାରନ୍ତିନି ଏହି ଦୁଇଟି ରଙ୍ଗ

କୁକୁର, ମଣିଷର ବିଶ୍ୱାସୀ ବନ୍ଧୁ ହୋଇଥାଏ । କୁକୁର ପାଳୁଥିବା ବ୍ୟକ୍ତିମାନେ କୁକୁରଙ୍କୁ ନିଜ ଘରର ସଦସ୍ୟ ଭାବେ ପାଳିଥାନ୍ତି । କୁକୁର ଏକ ଗୃହପାଳିତ ପଶୁ ଭାବେ ସମସ୍ତଙ୍କର ଅତିପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁର ରଖୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି,…

ସବୁଜ ରଙ୍ଗରେ ହୋଇଥାଏ ପ୍ରତ୍ୟେକ ଘରର କବାଟ, ଜାଣନ୍ତୁ କେଉଁ ଗାଁରେ ରହିଛି ଏପରି ନିୟମ

ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ନିୟମ ରହିଛି, ଯେଉଁ ନିୟମକୁ ସେହି ଦେଶର ପ୍ରତ୍ୟେକ ନାଗରିକ ମାନିଥାନ୍ତି । କିନ୍ତୁ ଅନେକ ଥର ସେହି ଦେଶରେ ଥିବା କିଛି ଅଞ୍ଚଳର ଲୋକମାନେ ଭିନ୍ନ ନିୟମ ମାନିଥାନ୍ତି । ଦେଶରେ ହୋଇଥିବା ନିୟମ ସେମାନଙ୍କ ଉପରେ ପ୍ରଭାବ ପକାଇ ନଥାଏ । ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ…

ଭାରତର ଏହି ସ୍ଥାନରେ ପଡ଼େ ସୂର୍ଯ୍ୟର ପ୍ରଥମ କିରଣ, ଦୂର ଦୂରାନ୍ତରରୁ ଆସିଥାନ୍ତି ପର୍ଯ୍ୟଟକ

ପ୍ରକୃତିରେ ଅନେକ ରହସ୍ୟ ରହିଛି । ପ୍ରକୃତି ହେଉଛି ଭଗବାନଙ୍କର ସୁନ୍ଦର ସୃଷ୍ଟି । ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦେଖିବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦୋୟକୁ ଦେଖି ପାରିବେ । ସୂର୍ଯ୍ୟର ପ୍ରଥମ କିରଣ ଯେତେବେଳେ ପୃଥିବୀ ପୃଷ୍ଠରେ ପଡ଼େ, ସେତେବେଳେ ପୃଥିବୀର ସୁନ୍ଦରତା ଅଧିକ ବଢିଯାଏ ।…

କ୍ଲାଉଡ ସିଡିଙ୍ଗ କଣ? କାନପୁରରେ କୃତ୍ରିମ ଉପାୟରେ ହେଲା ବର୍ଷା

ନିକଟରେ କାନପୁରରେ ଏପରି ଏକ ବର୍ଷା ହୋଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ କାନପୁରରେ ହୋଇଥିବା ଏହି ବର୍ଷା ପ୍ରାକୃତିକ ଭାବେ ହୋଇନାହିଁ । ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ କୃତ୍ରିମ ଭାବେ ଏହି ବର୍ଷାକୁ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଦେଶର ଯେକୌଣସି…