Browsing Tag

special story

ମଣିଷ ମୁହଁ ଥିବା ଛୁଆ ଜନ୍ମ ଦେଲା ଛେଳି, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏକ ଛେଳି ମାନବ ରୂପ ଧାରଣ କରିଥିବା ଏକ ସନ୍ତାନକୁ ଜନ୍ମ ଦେଇଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କହିବାକୁ ଗଲେ ଆଜିକାଲି…

ପୃଥିବୀର ଚୁମ୍ବକୀୟ ଶକ୍ତି ଦ୍ଵାରା ଖୋଲେ ପେରୁ ଦେଶର ପାହାଡ଼ରେ ଥିବା ଦ୍ୱିତୀୟ ଦ୍ଵାର: ଭୂବୈଜ୍ଞାନିକ

ଦୁନିଆର ଅନେକ ରହସ୍ୟ ବିଷୟରେ ଭିନ୍ନ ଭିନ୍ନ କାହାଣୀ ଆମକୁ ଶୁଣିବାକୁ ମିଳିଥାଏ। ଅବଶ୍ୟ ସେ ସବୁ କାହାଣୀର ସତ ଆମକୁ ସ୍ପଷ୍ଟ ଜଣା ନ ଥାଏ ହେଲେ ଏଭଳି କାହାଣୀ ମିଳିଯାଏ ଯାହା ଚମକାଇବା ଭଳି। ଆଉ କିଛି ଘଟଣା ଆମ ବୁଝିବା ବାହାରେ ଥାଏ। ଏଭଳି କିଛି ରହସ୍ୟ ଅଛି, ଯାହାକୁ ଆଜି ବି କିଛି ଲୋକ ଖୁବ୍…

ଘରେ ଘରେ ପରିଚିତ ଓଆରଏସ୍‌ କିଏ ବାହାର କରିଥିଲେ, ଜାଣନ୍ତୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତାଙ୍କର ଅବଦାନ

ଯେତେବେଳେ ହଠାତ୍ ସ୍ଵାସ୍ଥ୍ୟଗତ ସମସ୍ୟା ହୁଏ କିମ୍ୱା ପେଟ ଜନିତ କୌଣସି ଅସୁବିଧା ଦେଖାଯାଏ, ପ୍ରଥମେ ମନକୁ ଆସେ ଔଷଧ ଏବଂ ORS କଥା । ଓଆରଏସ୍‌କୁ ପାଣିରେ ମିଶାଇ ପିଇବା ପାଇଁ କୁହନ୍ତି। ତା ସହିତ ଏବେ ଲିକୁଇଡ୍‌ ଓଆରଏସ୍‌ ମଧ୍ୟ ବାହାରିଲାଣି । ଯାହାକୁ ପିଇଲେ ଶରୀରର ଜଳୀୟ ଅଂଶ ପୂର୍ଣ୍ଣ…

ନଭେମ୍ବରରୁ ୫ ବଡ଼ ଗ୍ରହ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବେ ଏହି ଲୋକମାନଙ୍କ ଭାଗ୍ୟ; ପ୍ରତ୍ୟେକ କ୍ଷେତ୍ରରେ ହେବେ ଲାଭବାନ୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ନିଜର ନିଶ୍ଚିତ ସମୟରେ ରାଶି ପରିବର୍ତ୍ତନ କରିଥାଏ। ପ୍ରତ୍ୟେକ ମାସରେ କେତେକ ବଡ଼ ଗ୍ରହ ଗୋଚର କରି ଥାଆନ୍ତି। ନଭେମ୍ବର ମାସ ଆରମ୍ଭ ହେବାକୁ ଯାଉଛି ଏବଂ ୧୧ ନଭେମ୍ବରରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ୫ ବଡ଼ ଗ୍ରହ ଗୋଚର କରିବାକୁ ଯାଉଛନ୍ତି। ୧୧…

ଯୁଦ୍ଧ ହାରିବା ପରେ ବି ନେପାଳ ମୁଣ୍ଡ ନୁଆଁଇଲା ନାହିଁ, ଆରମ୍ଭରୁ ରହିଛି ସ୍ଵାଧୀନ; ଜାଣନ୍ତୁ ପୂରା ଘଟଣା

୧୮୧୪ ରେ ହୋଇଥିବା ଗୋର୍ଖା ଯୁଦ୍ଧ ବିଷୟରେ ଆପଣ ଶୁଣିଥିବେ। ଯାହାକୁ ଆଙ୍ଗଲୋ ନେପାଳୀ ଯୁଦ୍ଧ ବି କୁହାଯାଏ । ନେପାଳର ଗୋରଖା ଆର୍ମୀ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ର ବ୍ରିଟିଶ ଫୋର୍ସ ମଧ୍ୟରେ ହୋଇଥିଲା ଘମାଘୋଟ ୱାର୍ । ୧୮୧୪ ରୁ ୧୮୧୬ ଯାଏ ଚାଲିଥିଲା ଏହି ଯୁଦ୍ଧ। ଧୀରେ ଧୀରେ କରି ଭାରତରେ ସବୁ…

ଅଁଳା ନବମୀ କେବେ? ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି…

ପାଖେଇ ଆସୁଛି ପବିତ୍ର ଅଁଳା ନବମୀ। ପ୍ରତ୍ୟେକ ବର୍ଷ ଅଁଳା ନବମୀ ପର୍ବ ଦୀପାବଳି ପରେ ଅର୍ଥାତ୍‌ ଦେବ ଉତ୍‌ଥାନ ଏକାଦଶୀର ଦୁଇ ଦିନ ପୂର୍ବରୁ ପାଳନ କରାଯାଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ମାସ ଶୁଳ୍କ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳିତ ହୋଇଥାଏ। ଏହାକୁ ଅକ୍ଷୟ…

କେଉଁ ସମସ୍ୟାର ସାମ୍ନା କରି ଦୁନିଆର ପ୍ରଥମ ଟ୍ରେନ୍ ତିଆରି ହେଲା, ଜାଣନ୍ତୁ କିଛି ବିଶେଷ କଥା

ଆପଣଙ୍କ ଭିତରୁ ଅନେକ ଲୋକ ଶଗଡ ଗାଡ଼ିରେ ବସିଥିବେ। ଆମେ ମଧ୍ୟ ବସିଛୁ, ତାର ମଜା ସତରେ ନିଆରା। ପ୍ରାୟ ୨୮୦ ବର୍ଷ ପୂର୍ବେ ଶଗଡ ଗାଡ଼ି ତିଆରି ହୋଇଥିଲା। ତା ପୂର୍ବରୁ ଲୋକେ ନିଜେ ଟାଣୁଥିଲେ ଟଣା ଗାଡ଼ି । ତା ପରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ପଶୁଙ୍କୁ ସେହି କାମରେ ଲଗାଇଲେ ।…

ହଜାର ବର୍ଷ ପୁରୁଣା ଗଛକୁ ଯିଏ ଦେଖୁଛି, ତା’ ଆଖି ନଷ୍ଟ ହେଉଛି! ହେଲେ ବିଜ୍ଞାନ କ’ଣ କହୁଛି ଜାଣନ୍ତୁ

ମେକ୍ସିକୋରେ ରହିଛି ଏକ ଗାଁ ତିଲ୍ ତେପେଟ। ଏହି ଗାଁ ଦୁନିଆର ସବୁଠୁ ବିଚିତ୍ର ଏବଂ ରହସ୍ୟମୟ ଗାଁ। ବିଚିତ୍ର ଏଥିପାଇଁ କାରଣ ଏଠି ରହୁଥିବା ସବୁ ଲୋକ ଅନ୍ଧ। ପିଲାଠୁ ବୁଢ଼ା କାହାକୁ ଦେଖା ଯାଏ ନାହିଁ। ଏଠି କେବଳ ମଣିଷ ନୁହଁନ୍ତି ଏଠାରେ ରହୁଥିବା ସବୁ ପଶୁ ଏବଂ ପକ୍ଷୀ ବି ଅନ୍ଧ । ଶୁଣିବାକୁ…

ଧନତେରସରେ କିଣନ୍ତୁ ଏହି ଜିନିଷ, ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଧନରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସରେ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ତେବେ ଚଳିତ ବର୍ଷ ୨୩ ଅକ୍ଟୋବରରେ ଧନତେରସ ପାଳନ କରାଯିବ। ଏହା ଧନ ତ୍ରୟୋଦଶୀ ବା ଧନୱନନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ଜଣାଶୁଣା। ପୌରାଣିକ ବିଶ୍ଵାସ ଅନୁଯାୟୀ, ଏହି ଦିନ ଭଗବାନ…

ଆଳତି ସମୟରେ ଦୀପ ଲିଭିଯିବା କ’ଣ ସତରେ ଅଶୁଭ! ଜାଣନ୍ତୁ କ’ଣ କହୁଛି ଧର୍ମଶାସ୍ତ୍ର

ସନାତନ ଧର୍ମରେ ଏମିତି ଅନେକ ପ୍ରାଚୀନ ପରମ୍ପରା ରହିଛି, ଯାହା ଆଜି ବି ଦୁନିଆର କୋଟି କୋଟି ଲୋକଙ୍କ ମାର୍ଗଦର୍ଶନ କରୁଛି। ସେଥି ମଧ୍ୟରୁ ଏକ ପରମ୍ପରା ହେଉଛି, ଦୀପ ଜଳିବା। ବୋଧହୁଏ ଏମିତି କୌଣସି ଶୁଭ କାର୍ଯ୍ୟ ନ ଥିବ, ଯାହାର ପ୍ରାରମ୍ଭରେ ଦୀପ ଜଳୁ ନ ଥିବ। ମାନ୍ୟତା ରହିଛି, ଦୀପ ଜଳାଇବା…

ଏହି ବିଶେଷ ପ୍ରକାରର ମୁଦି ଆପଣଙ୍କୁ ମଶାଠାରୁ ରକ୍ଷା କରିବ, ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି ଜର୍ମାନ ବୈଜ୍ଞାନିକ

ମଶା ମାନଙ୍କୁ ମାରିବା ପାଇଁ ଆପଣ ଅନେକ ଉପାୟ କରୁଥିବେ। କିଛି ଲୋକ ମଶାରୀ ବ୍ୟବହାର କରନ୍ତି ତ ଆଉ କିଛି ଲୋକ ମଶାବତି। କିନ୍ତୁ ବର୍ତ୍ତମାନ ଏହି ମଶା ଠାରୁ ରକ୍ଷା ପାଇବା ପାଇଁ ଆସିଛି ଏକ ମୁଦି। ଏହା ଶୁଣି ହୁଏତ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ। ଜର୍ମାନୀର…

ରାମଙ୍କ ଭଳି ପୁତ୍ର ଚାହୁଁଥିଲେ ନିଜ ପିଲାଙ୍କୁ ଶିଖାନ୍ତୁ ପ୍ରଭୁ ପୁରୁଷତ୍ତମ ଶ୍ରୀରାମଙ୍କ ଅଲୌକିକ ଗୁଣ, ଯାହାକୁ…

ପୁରୁଷଙ୍କ ମଧ୍ୟରେ ଉତ୍ତମ ପୁରୁଷତ୍ତମ, ଯିଏକି ସବୁବେଳେ ସତ୍ୟ ମାର୍ଗରେ ରହି ସବୁବେଳେ ଅସତ୍ୟ ଓ ଅଧର୍ମ ବିରୁଦ୍ଧରେ ଲଢୁଥିଲେ। ସତ୍ୟ ଏବଂ ଧର୍ମର ବିଜୟ ତାଙ୍କରି ପାଇଁ ହୋଇଥିଲା। ସେଥିପାଇଁ ତ ପାଳନ କରାଯାଏ ବିଜୟା ଦଶମୀ। ବିଜୟା ଦଶମୀ ଅର୍ଥାତ୍‌ ଦଶହରାର ଏହି ଦିନରେ ଭଗବାନ ଶ୍ରୀରାମ ଚନ୍ଦ୍ର…