ଖଟ ଚଟାଣଠାରୁ ଉଚ୍ଚରେ ରହିଥାଏ କାହିଁକି, ଏହା ମଝିରେ ଥିବା ଜାଗାର ଉଦ୍ଦେଶ୍ୟ କ’ଣ?
ଆଜିକାଲି ମାର୍କେଟରେ ବିଭିନ୍ନ ଡିଜାଇନର ବେଡ ତିଆରି କରାଯାଉଛି । କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ବେଡ ଚଟାଣ ଠାରୁ ଉପରେ ହିଁ ରହିଥାଏ । ସେଥିପାଇଁ କେତେବେଳେ କିଛି ଜିନିଷ ଖଟ ତଳେ ପଡ଼ିଯାଏ ତ କେତେବେଳେ ବୟସ୍କ ଲୋକଙ୍କ ଜୋତା କିମ୍ବା ଚପଲ ରହିଥାଏ, ଲୋକଙ୍କୁ ନଇଁପଡି ବହୁତ କଷ୍ଟରେ ଏହାକୁ…