Browsing Tag

Spicejet flight

ମାତ୍ର ୧୫୦୦ ଟଙ୍କାରେ କରନ୍ତୁ ସି-ପ୍ଲେନ ଯାତ୍ରା, ସ୍ପାଇସଜେଟର ଦମଦାର ଅଫର

୩୧ ଅକ୍ଟୋବରରୁ ଦେଶଷର ପ୍ରଥମ ସି ପ୍ଲେନ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସେବାର ଶୁଭାରମ୍ଭ କରିବେ। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି କେଓ୍ଵାଡିୟା ସ୍ଥିତି ଷ୍ଟାଚ୍ୟୁ ଅଫ ୟୁନିଟ ଠାରୁ ଅହମଦାବାଦର ସାବରମତୀ ରିଭରଫ୍ରଣ୍ଟ ପର୍ଯ୍ୟନ୍ତ ସି ପ୍ଲେନରେ ଯାତ୍ରା…

ଭୋଟ ଦେବାକୁ ଦିଲ୍ଲୀ ଆସୁଛନ୍ତି କି? ସ୍ପାଇସ ଜେଟ୍‌ ଦେବ ଫ୍ରି ଟିକେଟ୍‌

ଲୋକତନ୍ତ୍ରରେ ନିଜ ସାମିଲ କରିବା ପାଇଁ ଇଛୁକ ଭୋଟରମାନଙ୍କୁ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ ଜେଟ ମାଗଣାରେ ବିମାନ ଟିକେଟ୍‌ ଜାରି କରିଛି। ସୂଚନା ମୁତାବକ ସ୍ପାଇସ ଜେଟ୍‌ ଘୋଷଣା କରିଛି ଦିଲ୍ଲୀର ଭୋଟର ଲିଷ୍ଟରେ ନାମ ରହିଥିବା ଲୋକମାନେ ଯଦି ନିଜର ଭୋଟ ଦେବା ପାଇଁ ରାଜଧାନୀ ଦିଲ୍ଲୀ ଆସିବାକୁ…

ବିମାନରେ ଚାଲିଗଲା ୪ ମାସର ଶିଶୁର ଜୀବନ, ଜାଣିପାରିଲେନି ପରିବାର ଲୋକେ

ମଝି ଆକାଶରେ ଚାଲିଗଲା ଏକ ଚାରି ମାସର ଶିଶୁର ଜୀବନ। ବିମାନରେ ଯାତ୍ରା କରୁଥିବା ବେଳେ କଅଁଳ ଶିଶୁଟି ପ୍ରାଣ ହରାଇଛି। ଶୁକ୍ରବାର ଗୁଜରାଟର ସୁରଟରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ମୃତ୍ୟୁର କାରଣ…

ଝାରସୁଗୁଡ଼ା ଏୟାରପୋର୍ଟରୁ ସ୍ପାଇସଜେଟ୍‌ର ସଫଳ ଉଡ଼ାଣ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଏୟାରପୋର୍ଟରୁ ସ୍ପାଇସଜେଟ୍‌ର ସଫଳ ଉଡାଣ । ଦୁଇ ମାସରେ ଝାରସୁଗୁଡା ଏୟାରପୋର୍ଟରୁ ଯାତ୍ରା କରିଛନ୍ତି ହଜାର ହଜାର ଯାତ୍ରୀ । ଝରସୁଗୁଡାରୁ ଦିଲ୍ଲୀକୁ ସର୍ବାଧିକ ଯାତ୍ରୀ ଯାଉଥିବା ବେଳେ କୋଲକତାକୁ ଯାତ୍ରା କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ।…