Below header
Browsing Tag

sports news

ପାନ ଦୋକାନୀଙ୍କ ପୁଅ ଦେଶ ପାଇଁ ଜିତିଲେ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ସଂକେତ ସାଗରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ପଦକ ଖାତା ଖୋଲିଛି। ସଙ୍କେତ ମହାଦେବ ସାଗର ପୁରୁଷ ଭାରୋତ୍ତୋଳନର ୫୫ କିଲୋ ବର୍ଗରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ସଙ୍କେତ ସରଗର ସ୍ନାଚ୍‌ ଏବଂ କ୍ଲିନ୍‌ ଓ ଜର୍କରେ ମୋଟ ୨୪୮ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ପ୍ରଥମ ରାଉଣ୍ଡ…

ମୁମ୍ବାଇର ଧରାବୀରେ ଚାଞ୍ଚଲ୍ୟ! କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି କବାଡ଼ି ଖେଳାଳିଙ୍କୁ ହତ୍ୟା; ପୋଲିସ କହିଲା ଏହି କାରଣ

ମୁମ୍ବାଇର ଧରାବୀରେ ରହୁଥିବା ୨୬ ବର୍ଷୀୟ ଜଣେ କବାଡ଼ି ଖେଳାଳିଙ୍କୁ ଶୁକ୍ରବାର ପିଟି ପିଟି ହତ୍ୟା କରାଯାଇଛି। ତାଙ୍କ ନାମ ବିମଲରାଜ ନାଦର। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ବିମଲଙ୍କୁ କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି ମାରି ଦିଆଯାଇଛି। ଏଥିରେ ଧାରୁଆ ଅସ୍ତ୍ର ବି ବ୍ୟବହୃତ ହୋଇଛି।…

୭୩ ବର୍ଷରେ ପ୍ରଥମ ଥର ଥୋମାସ୍‌ କପ୍‌ ହାତେଇଲା ଭାରତ; ଇଣ୍ଡୋନେସିଆକୁ ୩-୦ରେ ହରାଇ ରଚିଲା ଇତିହାସ

ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ଆଜିର ଦିନ ଏକ ଐତିହାସିକ ଦିନ। କାରଣ, ଆଜି ଟିମ୍‌ ଇଣ୍ଡିଆ ଯାହା କରି ଦେଖାଇଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଟିମ୍‌ ୭୩ ବର୍ଷରେ ପ୍ରଥମ ଥର ଥୋମାସ୍‌ କପ୍‌ ଜିତିଛି। ଟିମ୍‌ ଫାଇନାଲରେ ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ, କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ । ଅପରାହ୍ନ ୧ଟା ୩୦ରେ ଅହମଦାବାଦ୍‌ରେ ଖେଳାଯିବ ମ୍ୟାଚ୍‌। ସିରିଜ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ରହିବ । ଆଜିର ମ୍ୟାଚରେ ଏକାଧିକ ପରିବର୍ତ୍ତନ ହୋଇପାରେ…

ଫୁଟବଲ ଟିମ୍‌ରୁ ବିଦା ହେବା ପରେ ଇଣ୍ଟରନେଟ୍‌ରେ ଛାଡ଼ିଲେ ନ୍ୟୁଡ୍‌ ଫଟୋ ଓ ଭିଡିଓ; ବର୍ଷେ ଭିତରେ କମାଇ ନେଲେ ୫ କୋଟି…

ଟିମ୍‌ରୁ ବାହାରିବା ପରେ ଜଣେ ମହିଳା ଫୁଟବଲ ଖେଳାଳି ୧ ବର୍ଷ ଭିତରେ ୫ କୋଟି ଟଙ୍କା କମାଇ ନେଇଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫୁଟବଲ ଖେଳାଳିଙ୍କ ବିଷୟରେ କହିବୁ, ଯାହାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। ଆଉ ଏହାପରେ ସେ ଏମିତି କାମ ଆରମ୍ଭ କରିଥିଲେ, ଯଦ୍ଦ୍ଵାରା ବର୍ଷେ ଭିତରେ…

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା, ଆହତଜନିତ ସମସ୍ୟା କାରଣରୁ ବାଦ୍ ପଡିଲେ ରୋହିତ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ଆହତଜନିତ ସମସ୍ୟା କାରଣରୁ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ମୁମ୍ବାଇରେ ଅଭ୍ୟାସ ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା । ରୋହିତଙ୍କ ବାମଗୋଡ଼…

ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ, ନୂଆ ସିଡ୍ୟୁଲ ଜାରି

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଟିମ୍‌ । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ ଏବଂ ୩ଟିି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ । କରୋନାର ନୂଆ ଭାରିଆଣ୍ଟ କାରଣରୁ ଭାରତ-ଦକ୍ଷିଣ ଅଫ୍ରିକା ସିରିଜର ନୂଆ ସିଡ୍ୟୁଲ ଜାରି ହୋଇଛି…

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଚତୁର୍ଥ ଦିନର ଖେଳ ସରିଲା, ଶେଷ ଦିନରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ୨୮୦…

କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ସମାପ୍ତ ହୋଇଛି। ୨୮୪ ରନ୍‌ର ଭାରତର ଟାର୍ଗେଟକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ୪/୧ ରନ୍‌ କରିଛି। ଭାରତ ବର୍ତ୍ତମାନ ମଜଭୁତ ସ୍ଥିତିରେ ଅଛି ଏବଂ ଶେଷ ଦିନ ତାକୁ ମ୍ୟାଚ ଜିତିବା ପାଇଁ…

ଗୌତମ ଗମ୍ଭୀର ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଲା ISIS, ରାତିରେ ମିଳିଛି ଇ-ମେଲ; ଘର ବାହାରେ ସୁରକ୍ଷା ବଢ଼ାଇ ଦେଲା…

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକପୂର୍ଣ୍ଣ ଏକ ଇମେଲ ମିଳିଛି। ଏହି ମେଲ ପରେ ଦିଲ୍ଲୀ ପୋଲିସ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦେଇଛି। କହି ରଖୁଛୁ, ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ନିଜର…

କାଲି ମିଳିଲା ପଦ୍ମଶ୍ରୀ, ଆଜି ପୁରସ୍କାର ଓ ପଦକ ଧରି ଫୁଟପାଥରେ ବସିଛନ୍ତି ଅଲିମ୍ପିୟାନ ବୀରେନ୍ଦର ସିଂ! କହିଲେ, ସରକାର…

ଦିବ୍ୟାଙ୍ଗ ଅଲିମ୍ପିୟାନ ବୀରେନ୍ଦର ସିଂଙ୍କୁ ମଙ୍ଗଳବାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ହେଲେ ଆଜି ସେ ହରିୟାଣା ଭବନ ସମ୍ମୁଖରେ ପଦ୍ମଶ୍ରୀ, ଅର୍ଜୁନ ଆଓ୍ଵାର୍ଡ ଏବଂ ପଦକ ଧରି ଫୁଟ୍‌ପାଥ ଉପରେ ବସିଛନ୍ତି। ତାଙ୍କ କହିବା ହେଲା, ହରିୟାଣା ସରକାର ତାଙ୍କ ସହିତ ଭେଦଭାବ…

ନୂଆ ବିଜ୍ଞାପନରୁ ସୋସିଆଲ ମିଡିଆରେ ଛାଇଗଲେ ନୀରଜ ଚୋପ୍ରା, ଅଲଗା ଅଲଗା ରୂପରେ ଦେଖାଇଲେ ନିଜ ଅଭିନୟ ଯାଦୁ; ଫ୍ୟାନ୍ସ…

ଟୋକିଓ ଅଲିମ୍ପିକ୍‌ରେ ଜ୍ୟାଭ୍‌ଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶର ନାଁ ଉଜ୍ଜ୍ୱଳ କରିଥିବା ନୀରଜ ଚୋପ୍ରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ନିଜର ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏବଂ ଟ୍ଵିଟରରେ ଟ୍ରେଣ୍ଡ କରୁଛନ୍ତି। ଏହି ବିଜ୍ଞାପନ ବିତ୍ତୀୟ ସେବା ସହ…

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ, ହସପିଟାଲରେ ଭର୍ତ୍ତି

କେନ୍ଯୁଜ୍: କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ । ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥବସ୍ଥା ସଙ୍କଟାପନ୍ନ ରହିଛି । ଅଷ୍ଟ୍ରେଲିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ…