Below header
Browsing Tag

SRILANKA CRISIS

ସଙ୍କଟ ସ୍ଥିତିରେ ଶ୍ରୀଲଙ୍କା, ଖାଦ୍ୟ ଓ ଔଷଧ ପାଇଁ ବେଶ୍ୟାବୃତ୍ତି କରୁଛନ୍ତି ଏଠିକାର ମହିଳା

ଶ୍ରୀଲଙ୍କାରେ ଆର୍ଥିକ ଅବସ୍ଥା ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି । ନିଜ ଘର ଚଳାଇବା ବି ଲୋକଙ୍କ ପାଇଁ ଏକ ପ୍ରକାର ମୁସ୍କିଲ ହୋଇଗଲାଣି । କିଛି ଲୋକଙ୍କ ପାଇଁ ତ ଔଷଧ ଓ ଖାଦ୍ୟ କିଣିବା ସମ୍ଭବ ହେଉନାହିଁ । ଆଉ ନିଜ ନିଜ ଦୈନନ୍ଦିନର ଚାହିଦାକୁ ମେଂଟେଇବା ପାଇଁ ବେଶ୍ୟବୃତ୍ତି ଖୁବ ଦ୍ରୁତ…

ଶ୍ରୀଲଙ୍କା ସ୍ଥିତି: ୧୯ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ, ୨୦ରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। ଜୁଲାଇ ୯ରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତା ଦଖଲ କରିବା ପରେ ସେ ନୌସେନାର ଏକ ଜାହଜରେ ଆତ୍ମଗୋପନ କରିଥିଲେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା…

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି, ଜୁଲାଇ ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି । ଉଗ୍ର ରୂପ ନେଉଥିବା ବେଳେ ଜୁଲାଇ ୧୩ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି । ୧୩ ତାରିଖରେ ଇସ୍ତଫା ଦେବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦଶର୍ନକାରୀ ।…

ପଦବୀରୁ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସୀଙ୍ଗେ

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରଣିଲ ବିକ୍ରମସୀଙ୍ଗେ । ଆଜି ଅପରାହ୍ନରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଦେଶର ଆର୍ଥିକ ସଙ୍କଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି…

ଭାରତକୁ ସହାୟତା ମାଗିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ସଙ୍କଟରେ ଶ୍ରୀଲଙ୍କା। ଦେବାଳିଆ ହୋଇଆସୁଛି ଶ୍ରୀଲଙ୍କାର ସ୍ଥିତି। ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଖରାପ ହୋଇ ଚାଲିଛି। ଏପରି ସ୍ଥଳେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଭାରତକୁ ସହାୟତା ମାଗିଛନ୍ତି। ଭାରତକୁ ଏକ ବଡ ଭାଇ ବୋଲି କହି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ…

ଚୀନ୍‌ ଜାଲରେ ଶ୍ରୀଲଙ୍କା କେମିତି ଫସିଲା ଓ ଆଜି ଏ ଦୁର୍ଦ୍ଦଶା ଭୋଗୁଛି କେମିତି ଜାଣନ୍ତୁ

ଗୋଟିଏ ଦେଶ ଯୁଦ୍ଧରେ ବର୍ବାଦ ହେଉଛି ତ ଆଉ ଗୋଟିଏ ଦେଶ ଅର୍ଥନୈତିକ ସଂକଟରେ ଭୁଶୁଡ଼ିବାରେ ଲାଗିଛି । ସେ ଦେଶ ହେଉଛି ଶ୍ରୀଲଙ୍କା । ବର୍ତ୍ତମାନ ସମୟରେ ଶ୍ରୀଲଙ୍କାର ସ୍ଥିତି ଭୀଷଣ ଭାବେ ବିଗିଡିବାରେ ଲାଗିଛି । ଏଠାରେ ଦରବୃଦ୍ଧି ଏତେ ମାତ୍ରାରେ ବଢିଗଲାଣି ଯେ ଲୋକେ ଖାଦ୍ୟ ସାମଗ୍ରୀ କିଣି ପାରୁ…

ସଙ୍କଟ ଟାଳିବାକୁ ଶ୍ରୀଲଙ୍କାରେ ନୂଆ ସରକାର ଗଠନ, ଅର୍ଥନୈତିକ ସଙ୍କଟରୁ ଉଦ୍ଧାର କରିବାକୁ ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ): ସଙ୍କଟ ଟାଳିବାକୁ ଶ୍ରୀଲଙ୍କାରେ ନୂଆ ସରକାର ଗଠନ । ଦେଶର ଅର୍ଥନୀତି ମାଟିରେ ମିଶିଥିବା ବେଳେ ଖାଦ୍ୟ, ଔଷଧ, ତେଲ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିର ମୁକାବିଲା କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ…

ସଂକଟରେ ଶ୍ରୀଲଙ୍କା ସ୍ଥିତି, ବିରୋଧୀ ଦଳକୁ ଡାକି ଡାକି ମନ୍ତ୍ରୀପଦ ଯାଚୁଛନ୍ତି ରାଷ୍ଟ୍ରପତି ଗୋଟଭାୟା

ଶ୍ରୀଲଙ୍କା କେନ୍ଦ୍ର କ୍ୟାବିନେଟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶୁଣା ଯାଉଛିକି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଠାରୁ ବିମୁଖ ହୋଇ ରବିବାର ଏମାନେ ନିଜ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରବିବାର…