Below header
Browsing Tag

starts assembly session

ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ, କହିଲେ ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର…

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ। ସିଡିଏସ୍‌ ବିପିନ ରାଓ୍ଵତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା…

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ: କୃଷି, କୃଷକର ସମସ୍ୟା ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ । ଗତକାଲି ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଆଜି ସକାଳ ସାଢେ ୧୦ଟା ଯାଏ ମୁଲତବୀ କରାଯାଇଥିଲା । ଆଜି କୃଷି ଓ କୃଷକର ସମସ୍ୟା ପ୍ରତି ସରକାର ଉଦାସିନ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ…

ସରିଲା ବିଧାନସଭା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ଜୁଲାଇ ୧୨ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଜୁନ ୨୫ରୁ ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ । ଗତ ୨୫ରେ ଗୃହରେ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଗତ ୨୮ରେ ଉପସ୍ଥାପନ ହୋଇଥିଲା ରାଜ୍ୟ ବଜେଟ୍‌ । ଦୁଇଟି ପର୍ଯ୍ୟାୟରେ ଅଧିବେସନ ବସିବ। ପ୍ରଥମ…

ବିଧାନସଭା ଅଧିବେଶନର ଷଷ୍ଠ ଦିନ, କୃଷି ଓ କୃଷକ ସମସ୍ୟା ପ୍ରତି ସରକାର ଉଦାସୀନ ଶୀର୍ଷକରେ କଂଗ୍ରେସ ଆଣିଲା ମୁଲତବୀ…

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ପରିବେଶ, ଗୃହ ନିର୍ମାଣ ଓ ଆଇନ ଆଦି ବିଭାଗର ପ୍ରଶ୍ନସୂଚୀ କାର୍ଯ୍ୟକ୍ରମ ରହିଛି। ୨୦୧୭-୧୮ରେ ରାଜ୍ୟର ୫୫୦ଟି ଶିଳ୍ପସଂସ୍ଥାରେ ୨ ଲକ୍ଷ…

ବିଧାନସଭାରେ ପ୍ରଥମ ଦିନରେ ବିରୋଧୀଙ୍କ ହୋହଲ୍ଲା, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ବର(କେନ୍ଯୁଜ୍) : ବିଧାନସଭାରେ ପ୍ରଥମ ଦିନରେ ବିରୋଧୀଙ୍କ ହୋହଲ୍ଲା । ଚାଲିପାରିଲାନି ପ୍ରଶ୍ନକାଳ । ଶୋକ ପ୍ରସ୍ତାବ ଶେଷ ହେବା ପରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଏହା ପରେ ନିଜ ଆସନରୁ ଉଠି ଆସିଥିଲେ କଂଗ୍ରେସ ଦଳର ସଦସ୍ୟମାନେ । ଗୃହ ମଧ୍ୟଭାଗକୁ ଯାଇ…