Below header
Browsing Tag

student

ସ୍କୁଲରେ ତାଲା ପକାଇ ରାଜରାସ୍ତାରେ ଛାତ୍ରଛାତ୍ରୀ

ନବରଙ୍ଗପୁର(କେନ୍ୟୁଜ୍) : ସ୍କୁଲ ଗେଟରେ ତାଲା ପକାଇ ରାଜରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ତାତିଛନ୍ତି । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଶତାଧିକ ଛାତ୍ରଛାତ୍ରୀ ।…

୧୦ମ ଶ୍ରେଣୀ ଛାତ୍ର ଉଡାଇଲା ୪୬ ଲକ୍ଷ ଟଙ୍କା : ସ୍କୁଲରେ ବାଣ୍ଟିଲା କାର, ମୋବାଇଲ୍ ଏବଂ କ୍ୟାସ୍

ସ୍କୁଲରେ ୪୬ ଲକ୍ଷ ଟଙ୍କା ବାଣ୍ଟିଲା ଜଣେ ୧୦ମ ଶ୍ରେଣୀ ଛାତ୍ର । ଆପଣଙ୍କୁ ଆଶ୍ଚର୍ୟ୍ୟ କରୁଥିବା ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ । ଜବଲପୁରର ଜଣେ ବିଲଡରଙ୍କ ପୁଅ ଘରୁ ୪୬ ଟଙ୍କା ଉଠାଇନେଇ ସ୍କୁଲରେ ବାଣ୍ଟିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ୪୬ ଲକ୍ଷ ମଧ୍ୟରୁ ଛାତ୍ର ଜଣକ ଜଣେ…

ଛାତ୍ରୀ ମୃତ୍ୟୁ ଘଟଣା : ମୃତ୍ୟୁ ଅଭିଯୋଗ ଅାଣିଲା ପରିବାର

ବାଲେଶ୍ୱର(କେନ୍ୟୁଜ୍) : ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ନୂଆ ମୋଡ଼ । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ମୃତ ପ୍ରିୟଙ୍କାଙ୍କ ବାପା-ମାଆ ସୋର ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଦୁଇ ଜଣଙ୍କ ଦାମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।…

ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ

ଲଣ୍ଡନ: ନିଜ ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ପୋଲିସ୍ ଦ୍ୱାରା ଗିରଫ । ଏଭଳି ଘଟଣା ଘଟିଛି ଲଣ୍ଡନରେ । ୨୮ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଜେସିକା । ତାଙ୍କ ସ୍ୱାମୀ ଘରେ ଥିଲା ବେଳେ ସଂପୃକ୍ତ ଛାତ୍ରଙ୍କୁ ଘରକୁ ଡାକିଥିଲେ । ତାଙ୍କ ସ୍ୱାମୀ ଡେରିକ ଓ ଛାତ୍ର ଜଣକ ସେଠାରେ…

ଛାତ୍ରନିବାସର ଶୌଚାଳୟରେ ଅଘଟଣ : ଛୁରା ମାଡ଼ରେ ୨ ଛାତ୍ର ଗୁରୁତର

ମୟୁରଭଞ୍ଜ : ପୁଣିଥରେ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବାରିପଦା ଜିଲ୍ଲା ସାରସକଣା ବ୍ଳକ ସରସ୍ୱତୀ ଶିଶୁମନ୍ଦିରରେ ଘଟିଛି ଅଘଟଣ । ଛାତ୍ରାବାସର ଶୌଚାଳୟରେ ଦୁବୁର୍ତ୍ତର ଛୁରା ମାଡରେ ୨ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ଛାତ୍ର ଦ୍ୱୟଙ୍କୁ ବାରିପଦା…

ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି: ସ୍କୁଲ ଟଏଲେଟ୍‌ରୁ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

ଗୁଜରାଟ : ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି । ସ୍କୁଲ ଟଏଲେଟ୍‌ରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି । ପେଟରେ ଛୁରୀ ଭୁଷି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଗୁଜରାଟ ବଦୋଦରାର ଏକ ସ୍କୁଲରେ । ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ…