Browsing Tag

sub collector

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

କେନ୍ୟୁଜ୍(ବ୍ୟୁରୋ): କୁବେର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ। ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍‌ସ କୋର୍ଟରେ ହାଜର କରାଯିବ । ଏଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଆଣିଛି ଭିଜିଲାନ୍ସ । ଆୟଠାରୁ ୫ଶହ…

ମାଫିଆଙ୍କ ଆକ୍ରମଣ ପରେ ଆକସନ୍‌ ମୋଡ୍‌ରେ ଉପଜିଲ୍ଲାପାଳ, ବେଆଇନ ଇଟା ଭାଟି ଉପରେ ବୁଲାଇଲେ ବୁଲ୍‌ଡୋଜର୍‌

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍‌ ମୁଡ୍‌ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍‌ଡୋଜର ଲଗାଇ…

ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୧୦ରୁ ଉର୍ଦ୍ଧ୍ୱ ଗିରଫ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ। ପରେ ବାଲି ମାଫିଆ ଉପଜିଲ୍ଲାପାଳ…

କଳାବଜାରୀର ପର୍ଦ୍ଦାଫାଶ କରିବା ପାଇଁ ଅଫିସର ହେଲେ ଚାଷୀ, ଶେଷରେ ଠକଙ୍କୁ ଧରିଲେ

ଜଣେ ଆଇଏଏସ୍ ଅଫିସର କଳାବଜାରୀକୁ ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଲେ । ଚାଷ କାମରେ ହେଉଥିବା ଠକାମିର ପର୍ଦ୍ଦାଫାଶ କରିବା ପାଇଁ ଅଫିସରରୁ ହେଲେ ଚାଷୀ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପ୍ରକୃତରେ ଦୋକାନରେ ଚାଷୀଙ୍କ ସହ ଯେଉଁଭଳି ଧୋକା ହେଉଛି , କିପରି ଠକାମିର…

ଯାଜପୁର : ପରିବା ବାଛିବା ଉପରେ କଟକଣା ଲଗାଇଲେ ଉପଜିଲ୍ଲାପାଳ, ଉଭୟ ଲୋକ ଓ ଦୋକାନୀଙ୍କୁ କଡ଼ା ତାଗିଦ

ଯାଜପୁର ରୋଡ (କେନ୍ୟୁଜ): ଯାଜପୁର ଉପଜିଲ୍ଲାପାଳ କୋରେଇ ବ୍ଲକର ସାପ୍ତାହିକ ହାଟ କନ୍ତୋର ବୁଲି ଦେଖିବା ସହିତ ହାଟକୁ ଆସିଥିବା ବ୍ୟବସାୟୀ ଓ ଖାଉଟିମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବୁଝାଇ କହିଥିଲେ । ଏପରିକି ସାଧାରଣ ଖାଉଟି ନିଜେ ପରିବା ବାଛି ନେଇ ପାରିବେ ନାହିଁ, ଖୁଚୁରା…