Browsing Tag

sukhoi 30

ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ୩୦ ମିନିଟ ଧରି ଆକାଶରେ ଉଡ଼ିଲେ

କେନ୍ୟୁଜ୍‌(ବ୍ୟୁରୋ): ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ଆସାମ ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ-30ରେ ଉଡିଛନ୍ତି ରାଷ୍ଟ୍ରପତି । ବାୟୁସେନା ପୋଷାକ ପିନ୍ଧି ଯୁଦ୍ଧ ବିମାନରେ ଉଡ଼ିଥିଲେ ସେନାର ସୁପ୍ରିମ କମାଣ୍ଡର । କୋ-ପାଇଲଟ ସିଟ୍‌ରେ ବସି…

ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30ରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ରାଷ୍ଟ୍ରପତି । ଆସନ୍ତା ଶନିବାର ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKI ରେ ଲଢୁଆ ଯୁଦ୍ଧ ବିମାନରେ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବେ । ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇରେ ଉଡିବେ ରାଷ୍ଟ୍ରପତି । ଆଜିଠାରୁ…

ସୁଖୋଇ ଏବଂ ମିରାଜ ଦୁର୍ଘଟଣା ସମୟରେ ଆଉ ଏକ ବିମାନ କରୁଥିଲା ଅଭ୍ୟାସ, ପାଇଲଟ ଦେଖିଥିଲେ ସମସ୍ତ ଘଟଣା

ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏବଂ ମିରାଜ-୨୦୦୦ ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ବିମାନ ରାଜସ୍ଥାନର ଭରତପୁର ଜିଲ୍ଲା ସ୍ଥିତ ପିଗୋରା ଗାଁରେ ପଡିଥିଲା । ସେହିପରି ଅନ୍ୟ ଏକ ବିମାନ ମଧ୍ୟପ୍ରଦେଶର ମୁରୈନାଙ୍କ ପହାଡଗଢ ସ୍ଥିତ ଜଙ୍ଗଲରେ ପଡିଥିଲା ।…

ତଓ୍ଵାଙ୍ଗ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା କରିବ ଶକ୍ତି ପ୍ରଦର୍ଶନ, ଚୀନ ସୀମାରେ ଯୁଦ୍ଧାଭ୍ୟାସ କରିବ ସୁଖୋଇ ଏବଂ…

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଏବେ ପରିସ୍ଥିତି ତିକ୍ତ ରହିଛି । ଏହା ଭିତରେ ଭାରତୀୟ ବାୟୁସେନା ଉତ୍ତର-ପୂର୍ବରେ ଚୀନ୍ ସୀମା ନିକଟରେ ଗୁରୁବାର ଠାରୁ ଦୁଇ ଦିନ ଧରି ଯୁଦ୍ଧାଭ୍ୟାସ କରିବ। ଏହି ଯୁଦ୍ଧାଭ୍ୟାସ ୧୫ ଏବଂ ୧୬ ତାରିଖରେ ହେବ। ଏହି…

ସୁଖୋଇ-୩୦ ଏମକେଆଇର ଆଧୁନିକୀକରଣ ପାଇଁ ଋଷିଆକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ମଲ୍ଟିରୋଲ ଏୟାରକ୍ରାଫ୍ଟକୁ ଆହୁରି ବିକଶିତ ହେବ । ଏନେଇ ଋଷିଆକୁ କହିଛି ଭାରତ । ପୂର୍ବରୁ ଋଷିଆ ନିଜର ଯୁଦ୍ଧ ବିମାନ ମିଗ-୨୧,ମିଗ-୨୭ ଓ ମିଗ-୨୯ର ଆଧୁନିକୀକରଣ କରିଥିଲା । ଏଥିରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ଅଛି ବୋଲି…