Browsing Tag

sun stroke

ମହାରାଷ୍ଟ୍ର ନଭି ମୁମ୍ବାଇ ଖାରଘରରେ ବଡ଼ ଅଘଟଣ, ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି

ମହାରାଷ୍ଟ୍ର ନଭି ମୁମ୍ବାଇ ଖାରଘରରେ ବଡ଼ ଅଘଟଣ । ଅଂଶୁଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ । ପ୍ରବଳ ଖରା ଯୋଗୁଁ ପ୍ରାୟ ୬ ଶହରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ…

ବାରବାଟୀ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକ ଧ୍ୟାନ ଦେବେ, ଅଂଶୁଘାତ ସତର୍କତା କରାଇଲେ ରାଜ୍ୟ ସରକାର

କଟକ(କେନ୍ୟୁଜ୍):ବାରବାଟୀ ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା। ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଷ୍ଟାଡିୟମକୁ ଶ୍ରୁଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରନ୍ତୁ। ସାଙ୍ଗରେ ରୁମାଲ, ଗାମୁଛା ରଖିବା ସହ ଧଳା ବା ହାଲକା ରଙ୍ଗର…

ଭଦ୍ରକରେ ଅଂଶୁଘାତରେ ଜଣଙ୍କ ମୃତ୍ୟୁ, ବିଲରେ କାମ କରୁଥିବା ବେଳେ ଟଳିପଡିଲେ

ଭଦ୍ରକ(କେନ୍ୟୁଜ): ଭଦ୍ରକ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ । ମୃତକ ହେଲେ ଭଣ୍ଡାରିପୋଖରୀ ବ୍ଲକ ଆଦମପୁର ଗାଁର କୃପାସିନ୍ଧୁ ବେହେରା। ବିଲରେ ଦିନ ପ୍ରାୟ ୧୨ଟା ବେଳେ କାମ କରୁଥିବା ବେଳେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଏପ୍ରିଲ ୧୦ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ ଆରମ୍ଭ: SRC

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଏପ୍ରିଲ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଅଂଶୁଘାତ ମୁକାବିଲା ନେଇ ବୈଠକରେ…

ଅଂଶୁଘାତରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ

ଓଃ କି ଖରା। ତାତିରେ ଦେହ ମୁଣ୍ଡ କଣ ହୋଇଯାଉଛି। ପୁଣି ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଯେମିତି ଅତିଷ୍ଠ ହୋଇଯାଉଛି ଜୀବନ। ଏ ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ଭାରି କଷ୍ଟକର ହୋଇପଡୁଛି। କଣ ଆପଣ ବି ଖରାରେ ଏମିତି ଅତିଷ୍ଠ ହେଉଛନ୍ତି ଆଉ ଭାବୁଛନ୍ତି କେମିତି ଏ ଖରା ଓ…

ଯାଜପୁର : ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଯାଜପୁର : ବଡ଼ଚଣା ବ୍ଲକ ଧାନମଣ୍ଡଳରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ଧାନମଣ୍ଡଳ ଗାଁର ଶଶୀଭୂଷଣ ଦାସ। ଆଜି ସକାଳୁ ସେ ଜଙ୍ଗଲକୁ ଜାଳେଣି ପାଇଁ ଯାଇଥିବା ବେଳେ ଅଚେତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି…

ରାଜ୍ୟରେ ଅଗ୍ନିବର୍ଷା, ବିଭିନ୍ନ ସ୍ଥାନରୁ ଆସୁଛି ଅଂଶୁଘାତ ଜନିତ ମୃତ୍ୟୁ ଖବର

ରାଜ୍ୟରେ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ଓଡ଼ିଶା। ଗତକାଲି ସବୁଠି ଉତ୍ତପ୍ତ ସହର ପାଲଟିଛିି ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୫ ସହରର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨-୩ ଦିନ…