Below header
Browsing Tag

sundargarh

ଟ୍ରକ ଉପରେ ଚଢିଗଲା ଆଉ ଏକ ଟ୍ରକ: ଡ୍ରାଇଭର-ହେଲ୍‌ପର ମୃତ , ୨ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଦୁଇ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା: ଜଣକୁ ରାତିରେ, ଅନ୍ୟ ଜଣକୁ ସକାଳେ ମାରିଲେ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ,…

ଫୁଟିଲା ଗୁଳି : ଛେଳି ବେପାରୀଙ୍କୁ ହତ୍ୟା କରି ଲୁଟିନେଲେ ୯ଲକ୍ଷ ଟଙ୍କା

ସୁନ୍ଦରଗଡ଼ (କେନ୍ୟୁଜ): ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଘଟିଛି ଗୁଳିକାଣ୍ଡ । ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ୟା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର…

ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

(କେନ୍ୟୁଜ): ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଏତଲା। ପାଇକମାଳ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ । ପଦ୍ମପୁର ଓ ପାଇକମାଳ ଥାନାରେ ଦୁଇଟି ଏତଲା ହୋଇଛି । କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏତଲା ଦେଇଛନ୍ତି ଜିଏସଟି ଅଧିକାରୀ। ପାଇକମାଳରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ…

ସୁନ୍ଦରଗଡ଼ରେ ଓଡ଼ିଶାର ଦ୍ୱିତୀୟ ଏମ୍‌ସ ପ୍ରସଙ୍ଗ, ଆଜି ଭିତ୍ତିଭୂମି ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଓଡ଼ିଶାର ଦ୍ୱିତୀୟ ଏମ୍‌ସ ପ୍ରସଙ୍ଗରେ ଆଜି ଭିତ୍ତିଭୂମି ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍‌। ସୁନ୍ଦରଗଡ଼ରେ ଏକ ଏମ୍‌ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ…

୨ ଟଙ୍କାରେ ବି ଟମାଟୋ ନେଲେନି ଗ୍ରାହକ, ମାଗଣାରେ ବାଣ୍ଟିଦେଲେ ଚାଷୀ

ସୁନ୍ଦରଗଡ(କେ.ନ୍ୟୁଜ): ୨ ଟଙ୍କାରେ ବି ନେଲେନି ଗ୍ରାହକ। ବାଧ୍ୟ ହୋଇ ମାଗଣାରେ ଟମାଟୋ ବାଣ୍ଟିଲେ ବ୍ୟବସାୟୀ। ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବଜାରରେ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟିଛନ୍ତି ବେପାରୀ। ଜିଲ୍ଲାର ନୂଆଗାଁ, ହାତୀବାଡି, ପୁରୁଣାପାଣି, ଖୁଟଗାଁ ଓ ବିଶ୍ରା ବ୍ଲକର ଲୋକ ଚାଷ…

ସୁନ୍ଦରଗଡ଼: ପୋଲିସ ଗିରଫଦାରିର ପ୍ରତିବାଦରେ ଥାନା ଘେରାଉ, ଉତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସର ମୃଦୁ ଲାଠି ଚାଳନା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆନ୍ଦୋଳନ ବେଳେ ପୋଲିସ ଗିରଫଦାରିର ପ୍ରତିବାଦ । ନାବାଳକଙ୍କ ସମେତ ଶହେରୁ ଅଧିକ ଆନ୍ଦୋଳନକାରୀଙ୍କୁ ମୁକ୍ତି ଦାବିରେ ହେମଗିରି ଥାନା ଘେରାଉ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ ପିଲାଙ୍କୁ ଗତକାଲି ଠାରୁ ଥାନା ପରିସରରେ ରଖାଯାଇଥିବାରୁ ଆଜି ସ୍ଥାନୀୟ…

ସୁନ୍ଦରଗଡ଼ରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣା: ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଥିଲା ଜ୍ୱାଇଁ, ୨ ଅଭିଯୁକ୍ତ…

ସୁନ୍ଦରଗଡ଼: ଅନୈତିକ ସମ୍ପର୍କ ପାଇଁ ହତ୍ୟା। ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଲା ଜ୍ୱାଇଁ। ସୁନ୍ଦରଗଡ଼ କିରେଇ ଗ୍ରାମପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କୁ ନିର୍ମମ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫ ୨ ଅଭିଯୁକ୍ତ ଶାଶୁ ଓ ଜ୍ୱାଇଁ। ଅଭିଯୋଗ ଅନୁଯାୟୀ ମୃତ ରମେଶ ସେହି…

୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ଜଳିଗଲା ହାଇୱା, ଜୀବନ ବିକଳେ ଚଳନ୍ତା ଗାଡିରୁ ଡେଇଁ ପଡିଲେ ଡ୍ରାଇଭର

ସୁନ୍ଦରଗଡ଼: ଜଳିଗଲା ଚଳନ୍ତା ହାଇୱା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ସିମେଣ୍ଟ କାରଖାନା ପରିସରରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୯ଟା ୩୦ରେ ଏକ ହାଇୱା ଯାଉଥିବାେଳେ ୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ଗାଡିରେ…

ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରେନ୍‌, ୯ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ ଓ ଲୋକୋ ପାଇଲଟ୍‌ ଗୁରୁତର

ବଣାଇ (କେ ନ୍ୟୁଜ୍‌) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ବିମଳାଗଡ଼ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା । ତାଳଚେର-ବିମଳାଗଡ଼ ଷ୍ଟେସନ୍ରେ ମାଲବାହୀ ଟ୍ରେନ୍କୁ ପଛରୁ ଧକ୍କା ଦେଲା ଆଉ ଏକ ମାଲବାହୀ ଟ୍ରେନ । ଟ୍ରେନର ଦୁଇ ଲୋକ ପାଇଲଟ୍ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ମାଲବାହୀ…

ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ…

ସୁନ୍ଦରଗଡ଼(କେନ୍ୟୁଜ୍‌): ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି…

ବୀରମିତ୍ରପୁରରେ ଯୁବ ବ୍ୟବସାୟୀ ନିଖୋଜ, କ୍ରସର ନିକଟରୁ ମିଳିଲା ପ୍ରଦୀପଙ୍କ କାର୍‌, ମୋବାଇଲ ଓ ଇଞ୍ଜେକ୍‌ସନ

ସୁନ୍ଦରଗଡ଼ (କେନ୍ୟୁଜ ବ୍ୟୁରୋ) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ନିଖୋଜ । କ୍ରସର ନିକଟରୁ ତାଙ୍କ କାର୍‌ ମିଳିଛି । କାର ଭିତରୁ ନିଶା ଇଞ୍ଜେକ୍ସନ ଦେଇ ଅପହରଣ କରାଯାଇଛି । କାର୍‌ ଭିତରୁ ମୋବାଇଲ ଫୋନ, ଇଞ୍ଜେକ୍‌ସନ ଓ ଚିଠି ଜବତ ହୋଇଛି । ଚିଠିରେ…