Browsing Tag

sunil lahri

ରାମାୟଣ ଟେଲିକାଷ୍ଟକୁ ୩୪ ବର୍ଷ ପୂରଣ ଅବସରରେ ଲକ୍ଷ୍ମଣଙ୍କୁ ମିଳିଲା ଖାସ୍‌ ଉପହାର, ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ

ଦୂରଦର୍ଶନର ଐତିହାସିକ ଧାରାବାହିକ ରାମାୟଣକୁ ଆଜି ୩୪ ବର୍ଷ ପୂରଣ ହୋଇଛି। ଏ ଅବସରରେ ସିରିୟଲର ପ୍ରଯୋଜକ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସୁନୀଲ ଲହରୀ ନିଜ ଟ୍ଵିଟର ଆକାଉଣ୍ଟରେ ଏନେଇ ସୂଚନା ଦେବା ଅବସରରେ ଏକ ଫଟୋ ସେୟାର କରିଛନ୍ତି।…

ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା…

‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ…

ରାମାୟଣରେ ସୂପର୍ଣ୍ଣଖାର ନାକ କାଟିବାକୁ ଲକ୍ଷ୍ମଣଙ୍କୁ ଦିଆଯାଇଥିଲା ଅସଲି ଖଣ୍ଡା, ସିରିୟଲ ସୁଟିଂ ବେଳର କାହାଣୀ…

ଛୋଟ ପରଦାର ଲୋକପ୍ରିୟ ଅଭିନେତା ସୁନୀଲ ଲହରୀ ବହୁଚର୍ଚ୍ଚିତ ପୌରାଣିକ ସିରିୟଲ ରାମାୟଣର ଜଡ଼ିତ କାହାଣୀ ପ୍ରାୟତଃ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ସିରିୟଲରେ ସୁନୀଲ ଲହରୀ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ। ଗତ କିଛି ଦିନ ହେବ ସେ ସୋସିଆଲ…

ଲକ୍ଷ୍ମଣ-ସୀତାଙ୍କ ପ୍ରେମ ରାମାୟଣ ଧାରାବାହିକ ପୂର୍ବରୁ, ଜାଣନ୍ତୁ ଦୀପିକା ଓ ସୁନୀଲଙ୍କ ବିଷୟରେ

ବର୍ତ୍ତମାନ ସୋସିଆଲ ମିଡିଆରେ ରାମାୟଣ ସବୁଠାରୁ ଅଧିକ ଟ୍ରେଣ୍ଡ ହେବାରେ ଲାଗିଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଲକଡାଉନରେ ପୁଣିଥରେ ପୌରାଣିକ ଶୋ' ଦେଖିବାକୁ ମିଳିଛି କାରଣ ବର୍ତ୍ତମାନ କରୋନା ଭୟରେ ସୁଟିଂରେ ସମସ୍ୟା ହେଉଥିବାରୁ ଏହି ପୌରାଣିକ ଶୋ' ଦେଖିବା ପାଇଁ ପୁଣିଥରେ ସୁଯୋଗ ମିଳିଛି।…

ରାବଣଙ୍କୁ ଭେଟି ଆଶୀର୍ବାଦ ନେଲେ ଲକ୍ଷ୍ମଣ, ଫଟୋ ସେୟାର କରି ହେଲେ ଭାବପ୍ରବଣ

ରାମାୟଣ ସିରିୟଲରେ ମାତା ସୀତାଙ୍କୁ ନେଇ ରାବଣ ସହ ରାମ-ଲକ୍ଷ୍ମଣ ଲଢୁଥିଲେ ମଧ୍ୟ ପ୍ରକୃତ ଜୀବନରେ ସେମାନେ ଖୁବ ଭଲ ବନ୍ଧୁ। ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ରାବଣ ଅରବିନ୍ଦ ତ୍ରିବେଦୀଙ୍କୁ ପୂଜ୍ୟ ମାନିଥାନ୍ତି। ସେ ତାଙ୍କୁ ନିଜ ବଡ଼ ଭାଇ ଭଳି…