Browsing Tag

supreem court verdict

ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ବିଲକିସ୍ ବାନୋ ଦୋଷୀଙ୍କୁ କିପରି ମୁକ୍ତ କରାଯାଇପାରିବ ?

ବିଲକିସ୍ ବାନୋ ଦୋଷୀଙ୍କୁ କିପରି ମୁକ୍ତ କରାଯାଇପାରିବ? ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଜଷ୍ଟିସ୍ ବି.ଭି ନାଗରତ୍ନ ଏବଂ ଉଜ୍ଜଳ ଭୁୟାଁଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି, ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋଙ୍କୁ ବଳାତ୍କାର କରିବା ଏବଂ ତାଙ୍କ ପରିବାରକୁ…

ବରିଷ୍ଠ ନାଗରିକଙ୍କୁ ରେଲ ଟିକେଟରେ ଦିଆଯାଉଥିବା ରିହାତି ଜାରି ରଖିବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କୁ ରେଳ କେନସେସନ (ରିହାତି) ଜାରି ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ପିଟିସନକୁ ଶୁକ୍ରବାର କୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ ସଂଜୟ କିଶାନ କାଉଲ ଓ ଆସାନୁଦ୍ଦିନ ଅମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଥିଲେ । ତେବେ…

କେହି ଅଭିଯୋଗ କରି ନଥିଲେ ମଧ୍ୟ ହେଟ୍‌ ସ୍ପିଚ୍‌ ପାଇଁ ମାମଲା ଦାୟର ହୋଇ ପାରିବ, କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ସମ୍ପର୍କରେ ସୁପ୍ରମକୋର୍ଟ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କେଉଁଠି ହେଟ୍‌ ସ୍ପିଚ୍‌ (ଘୃଣା ମନ୍ତବ୍ୟ) ଦେଖିବାକୁ ମିଳିଲେ ପୋଲିସ ସୋ ମୋଟୋ ମାମଲା ଦାୟର କରି ପାରିବ ।ଯଦି ଏଥିପାଇଁ କେହି…

ମୃତ୍ୟୁ ଦଣ୍ଡ ସମ୍ପର୍କୀତ ଦୟା ପିଟିସନର ତୁରନ୍ତ ନିଷ୍ପତ୍ତି କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଦୟା ସମ୍ପର୍କୀତ ପିଟିସନର ତୁରନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ ଅନ୍ୟ ସମାନ ଅଧିକାରୀଙ୍କୁ କହିଛନ୍ତି । କାରଣ ଏହି ନିଷ୍ପତ୍ତିରେ ବିଳମ୍ବ ଦଣ୍ଡର ଉଦ୍ଦେଶ୍ୟକୁ ବିଫଳ କରିଦେଇପାରେ । ଫଳରେ ଦୀର୍ଘ ବିଳମ୍ବର ଫାଇଦା ଦୋଷୀ ଉଠାଇ…

ଅପରାଧ ରୋକିବା ରାଜ୍ୟର ଦାୟିତ୍ୱ, ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଳୀ : ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା କଥା ନୁହେଁ , ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ ବେଲି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସିଆରପିସି…