Below header
Browsing Tag

supreme court

ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡିଶା ଆସିପାରିବେ ପ୍ରବାସୀ ଶ୍ରମିକ

କେନ୍ୟୁଜ୍ (ବ୍ୟୁରୋ): ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟଙ୍କ ରହିତାଦେଶ। ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଏସକେ କୌଲ ଓ ବିଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଗତକାଲି…

ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏଣିକି ବିଚାର କରିବେ ରାଜ୍ୟ ସରକାର

କେନ୍ୟୁଜ: ଲକଡାଉନ କାରଣରୁ ମଦ ବ୍ୟବସାୟ ପ୍ରଭାବିତ ହୋଇଛି। ଏପରିକି ଅଧିକାଂଶ ସ୍ଥାନରେ ମଧ୍ୟ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ସରକାର ହୋମ ଡେଲିଭରୀ ନେଇ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।…

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍‌ରେ ଛାଡିବାକୁ ନିର୍ଦ୍ଦେଶ ଦେଲେ…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍‌ରେ ଛାଡିବାକୁ ନିର୍ଦ୍ଦେଶ। ଜେଲ୍‌ ଭିତରେ ଏକା ସହ ବହୁ ସଂଖ୍ୟାରେ କଏଦୀ ରହୁଥିବାରୁ ସେମାନେ କୋରାନାରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜେଲ୍‌ଗୁଡିକରୁ କଏଦୀ ସଂଖ୍ୟା…

ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ, ଫାଶୀ ଆବେଦନ ଖାରଜ ପାଇଁ ହାଇକୋର୍ଟ ଯାଇଛନ୍ତି ଅକ୍ଷୟ ଓ…

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ । ସକାଳ ୫ଟା ୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେପଟେ ଦୋଷୀ ପବନକୁ ପୁଣି ଝଟ୍‌କା ଲାଗିଛି। ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମ୍‌କୋର୍ଟଙ୍କ ୬ ଜଣିଆ ଖଣ୍ଡପୀଠ ଶୁଣାଣି…

ବୈବାହିକ ଜୀବନରେ କିଏ ଦିଏ ଅଧିକ ଧୋକା? ସ୍ୱାମୀ ନା’ ସ୍ତ୍ରୀ, ସର୍ଭେରେ ହେଲା ଖୁଲାସା

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ। ଏହି ସମ୍ପର୍କର ମୂଳଦୂଆ ବିଶ୍ୱାସ ଉପରେ ଗଢ଼ି ଉଠିଥାଏ। ପରସ୍ପର ପ୍ରତି ବିଶ୍ୱାସ ହିଁ ସମ୍ପର୍କକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଏହି ସମ୍ପର୍କରେ କେବେ ଫାଟ ସୃଷ୍ଟି ହୁଏ ତେବେ ସବୁ କିଛି ସରିଯାଏ କହିଲେ…

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ୍‌ ଫ୍ଲୁ, ପ୍ରତିଷେଧକ ଟୀକା ନେବେ ସମସ୍ତ କର୍ମଚାରୀ

ସୁପ୍ରିମକୋର୍ଟର ଛଅ ଜଣ ଜଜ୍‌ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ସେମାନେ ଆଉ କୋର୍ଟକୁ ଆସୁନାହାନ୍ତି। ଏନେଇ ଆଜି ଜଣେ ଜଜ୍‌ ସୂଚନା ଦେଇଛନ୍ତି। ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଅଦାଲତର କାର୍ଯ୍ୟ ଆରମ୍ଭ କରିବା ବେଳେ ସୂଚନା ଦେଇଥିଲେ ଯେ ସର୍ବୋଚ୍ଚ ଅଦାଲତର…

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ । ସେନାରେ ସ୍ଥାୟୀ କମିଶନ ପାଇବାରୁ ବଞ୍ଚିତ ରହିଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ମୋହର ଲଗାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍‌…

ନିର୍ଭୟା ବିଚାରରେ ବିଳମ୍ବ ଦେଖି ମୃତ୍ୟୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କଣ…

ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଫାଶୀରେ ହେଉଥିବା ବିଳମ୍ବକୁ ଦେଖି ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡ ସଜା ଉପରେ ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।  ଯଦି  କୌଣସି ହାଇକୋର୍ଟ କୌଣସି ଅପରାଧୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛି ଓ  ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସହମତି…

SC/ST ନିର୍ଯାତନା ନିରୋଧୀ ସଂଶୋଧନ ଆଇନ ୨୦୧୮କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ, ବିରୋଧରେ ହୋଇଥିବା ଆବେଦନକୁ କଲେ…

କେନ୍ୟୁଜ୍(ବ୍ୟୁରୋ):   ଜାତି ଓ ଜନଜାତି ନିର୍ଯାତନା ନିରୋଧୀ ସଂଶୋଧନ ଆଇନ ୨୦୧୮କୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ଆଇନ ମୁତାବାକ ଜାତି ଓ ଜନତାତିଙ୍କ ବିରୋଧରେ ଅପରାଧ ହେଲେ ଅପରାଧୀଙ୍କୁ ଅଗ୍ରୀମ ଜାମିନ ମିଳି…

NRC ବିରୋଧରେ ଟ୍ରାନ୍ସଜେଣ୍ଡର ଜଜ ସୁପ୍ରିମ କୋର୍ଟରେ କଲେ ଅପିଲ, ଏନେଇ ସରକାରଙ୍କୁ ଜବାବ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

ଆସାମର ପ୍ରଥମ ଟ୍ରାନ୍ସଜେନ୍ଡର ଜଜ ସ୍ଵାତି ବିଧାନ ବରୁଆ ସୁପ୍ରିମ କୋର୍ଟରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର ଆଇନକୁ ନେଇ ଏକ ଯାଚିକା ଦାୟର କରିଥିଲେ । ଏଣୁ ସୋମବାର ସୁପ୍ରିମ କୋର୍ଟ ଆସାମର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାରରୁ ପାଖାପାଖି ୨ ହଜାର ଟ୍ରାନ୍ସଜେନ୍ଡରଙ୍କୁ ବାହାର କରିବା ନେଇ…

ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା ସହ 5-T ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,…

ପୁରୀ: ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା । ତାଙ୍କ ସହ ଅଛନ୍ତି 5-T ସଚିବ ଭି.କେ ପାଣ୍ଡିଆନ୍‌ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ସହ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ନେଇ ଆଲୋଚନା…

ନାଗରିକତା ସଂଶୋଧନ ଆଇନ ନେଇ ଆଜି ମହାଶୁଣାଣି, ଏକା ସଙ୍ଗେ ୧୪୦ଟି କେସର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଏଏର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଆଜି ୧୪୦ରୁ ଅଧିକ ମାମଲାର ହେବ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ, ଜଷ୍ଟିସ ଅବଦୁଲ ନାଜିର ଓ ଜଷ୍ଟିସ ସଂଜୀବ ଖାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସମସ୍ତ ମାମଲାର ଶୁଣାଣି ଏକ ସଂଗେ ହେବ । ନାଗରିକତା ସଂଶୋଧନ ଆଇନ-…