ସିଂହ ସଂକ୍ରାନ୍ତିରେ ନିଶ୍ଚିତ ଖାଆନ୍ତୁ ଗୁଆ ଘିଅ, ଜାଣନ୍ତୁ ମହତ୍ତ୍ୱ
ସୂର୍ଯ୍ୟଦେବ ପ୍ରତ୍ୟେକ ମାସରେ ଗୋଟିଏରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରନ୍ତି । କିନ୍ତୁ ଆଜି ସୂର୍ଯ୍ୟଦେବ ବର୍ଷକ ପରେ ସୂର୍ଯ୍ୟଦେବ ନିଜ ରାଶ ସିଂହରେ ପ୍ରବେଶ କରୁଛନ୍ତି । ତେଣୁ ଏହାକୁ ସିଂହ ସଂକ୍ରାନ୍ତି ବୋଲି କୁହାଯାଏ । ସିଂହ ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନ କରିବାର…