Browsing Tag

swara bhaskar

ମା’ ହେଲେ ସ୍ୱରା, ଘରକୁ ଆସିଲେ କନ୍ୟା ସନ୍ତାନ

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସ୍ୱରା ଭାସ୍କର ନିଜେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ୱରା ଭାସ୍କର-ଫାହାଦ୍ ଅହମ୍ମଦ ନିଜ ଇନଷ୍ଟାଗ୍ରାମ ଅଫିସିଆଲ୍ ଆକାଉଣ୍ଟରେ ଝିଅ ରାବିୟାଙ୍କ ସହ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି।…

ସ୍ୱରା ଭାସ୍କର ଓ ଫହାଦ ଅହମ୍ମଦଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ ପରେ ଲୋକେ ଦେଲେ…

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିବା ପରେ ଗତକାଲି ଦିଲ୍ଲୀରେ ରିସେପ୍ସନ ଭୋଜି ଦେଇଥିଲେ। ତାଙ୍କ ରିସେପ୍ସନ ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

କୋର୍ଟ ମ୍ୟାରେଜ କରିବା ପରେ ପୁଣିଥରେ ବାହା ହେଲେ ସ୍ୱରା, ହେଲାନି କୌଣସି ରୀତିନୀତି

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ପ୍ରେମିକ ଫହାଦ ଅହମଦଙ୍କୁ ଲୁଚାଛପା ଭାବେ କୋର୍ଟ ମ୍ୟାରେଜ କରି ଚର୍ଚ୍ଚାରେ ରହିଥିଲେ ସ୍ୱରା । ସ୍ୱରାଙ୍କ ବିବାହରେ କେବଳ ଅନ୍ତରଙ୍ଗ ବନ୍ଧୁ ଏବଂ ଘର ଲୋକେ ସାମିଲ ଥିଲେ । ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ…

ଅଧା ବାଟରୁ ଚୋରି ହୋଇଗଲା ସ୍ଵରା ଭାସ୍କରଙ୍କ ଜିନିଷ…. ଟ୍ୱିଟ କରି କହିଲେ ଏମିତି କିଛି

ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଥିବା ସ୍ୱରା ଭାସ୍କରଙ୍କୁ ନେଇ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଥର କିନ୍ତୁ କୌଣସି ରାଜନୈତିକ ଘଟଣାରେ ମନ୍ତବ୍ୟ ଦେବାକୁ ନୁହେଁ | ନିଜର କିଛି ଜିନିଷ ଚୋରି ହେବାକୁ ନେଇ ଵ୍ୟସ୍ତ ଅଛନ୍ତି ସ୍ୱରା । ଏହି ଘଟଣାକୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିବା…

ବଲିଉଡରେ ମାଡିଗଲାଣି କରୋନା, ମହେଶ ବାବୁଙ୍କ ପରେ ସ୍ୱରା ଭାସ୍କର କରୋନା ସଂକ୍ରମିତ

ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ବର୍ତ୍ତମାନ ଟିଭି ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସ୍ୱରା ଏବେ ପରିବାର ବର୍ତ୍ତମାନ ଆଇସୋଲେସନ୍ ଅଛନ୍ତି…

ଅନଲାଇନ ଯୌନ ଉତ୍ପୀଡ଼ନର ଶିକାର ହେଲେ ସ୍ୱରା ଭାସ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅତି କଦର୍ଯ୍ୟ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ଥାନାରେ ଏକ ଏତଲା ଦାୟର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଟ୍ଵିଟର ଏବଂ ୟୁଟ୍ୟୁବ୍‌ରେ ସକ୍ରିୟ ଥିବା ଜଣେ ବ୍ୟକ୍ତି ତାଙ୍କ ଫିଲ୍ମର ଏକ ସିନ୍‌କୁ ସୋସିଆଲ ମିଡିଆରେ ପ୍ରସାର କରି ତାଙ୍କ ଛବିକୁ ଖରାପ କରୁଛି। ଏହି ଅଭିଯୋଗ…

ସ୍ୱରା ଭାସ୍କରଙ୍କ ଘରେ ପଶିଲା କରୋନା, ମା’ ଓ କୁକ୍‌ ହେଲେ କୋଭିଡ୍‌ ସଂକ୍ରମିତ

ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ। ପ୍ରତିଦିନ ନୂଆ ନୂଆ ରୋଗୀ ଏବଂ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଯେପରି ବଢ଼ିଚାଲିଛି, ତାହାକୁ ନେଇ ସ୍ଥିତି ବର୍ତ୍ତମାନ ଜଟିଳ ରହିଛି। କେତେକ ରାଜ୍ୟରେ କର୍ଫ୍ୟୁ ଲଗାଯାଇଛି, ତ ସେପଟେ ମହାରାଷ୍ଟ୍ରରେ ୧୫ ଦିନର ମିନି ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ…

ଟ୍ରୋଲିଂର ଶିକାର ହୋଇପାରନ୍ତି ସ୍ୱରା, ଅସହିଷ୍ଣୁତାକୁ ନେଇ କହିଲେ ଏପରି କଥା

ପୁଣି ମୁହଁ ଖୋଲିଲେ ଅଭିନେତ୍ରୀ ସ୍ୱରା ଭାସ୍କର। ସବୁବେଳେ କୌଣସି ନା କୌଣସି ବିଷୟକୁ ନେଇ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସନ୍ତି ଏହି ଅଭିନେତ୍ରୀ। ଏଥିପାଇଁ ଅନେକ ଥର ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡିଛି। କିନ୍ତୁ ତାଙ୍କୁ କୌଣସି ଫରକ ପଡେ ନାହିଁ। ନିକଟରେ ତାଙ୍କ…