ସିରିଆର ମନବିଜ୍ ସହରରେ ବୋମା ବିସ୍ଫୋରଣ, ୧୫ ଜଣଙ୍କ ମୃତ୍ୟୁ
ଉତ୍ତର ସିରିଆର ମନବିଜ୍ ସହର ଉପକଣ୍ଠରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । କୃଷି ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ନିକଟରେ ଏହି ବିସ୍ଫୋରଣ ଘଟିଛି । ଏକ କାରରେ ଧମାକା ହୋଇଥିବା ବେଳେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ସ୍ଥାନୀୟ ନାଗରିକ ପ୍ରତିରକ୍ଷା…