ଟି-୨୦ ସିରିଜ ପାଇଁ ଏଜେସ ବାଓ୍ଵଲ ପହଞ୍ଚିଲା ଟିମ୍ ଇଣ୍ଡିଆ, ଟେଷ୍ଟ ମ୍ୟାଚର ପ୍ରତିଶୋଧ ଟି-୨୦ରେ ନେବ ଟିମ୍
ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ ହାରିବା ପରେ ଏବେ ଇଂଲଣ୍ଡ ସହିତ ୭ ଜୁଲାଇରୁ ଟି-୨୦ ମ୍ୟାଚ ଖେଳିବ। ସିରିଜର ପ୍ରଥମ ମୁକାବିଲା ଦ ରୋଜ ବାଓ୍ଵଲ, ସାଇଥମ୍ପଟନରେ ରାତି ୧୦.୩୦ରୁ ହେବ। ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ଏବେ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍…