Below header
Browsing Tag

t-twenty match

କୄନାଲ ପାଣ୍ଡ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ, ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚ

ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଟିମର ଅଲରାଉଣ୍ଡର ଖେଳାଳି କୁନାଲ ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଉଭୟ ଦଳର ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି, ବର୍ଷର ପ୍ରଥମ ମ୍ୟାଚ୍‌ ଟି-୨୦ରୁ ଆରମ୍ଭ କରିବ ବିରାଟ ବାହିନୀ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି । ବର୍ଷର ପ୍ରଥମ ମ୍ୟାଚ୍‌ ଟି-୨୦ରୁ ଆରମ୍ଭ କରିବ ବିରାଟ ବାହିନୀ । କେବଳ ଭାରତ ନୁହଁ ଉଭୟ ଦେଶ ପାଇଁ ଏହା ହେଉଛି ବର୍ଷର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ । ତେବେ ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ ଯଶମୀତ ବୁମରାହଙ୍କ ଉପରେ । ଗତ ୪ ମାସ ହେବ ଆହତ…

ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ଥିରୁବନ୍ତପୁରମରେ ଭାରତ-ଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି

ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଭାରତୀୟ ଦଳ ଆଜି ଖେଳିବ ଦ୍ୱିତୀୟ ଟି-ଟ୍ୱେଣ୍ଟି। ଥିରୁଅନ୍ତପୁରମ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଦଳ ଏହି…

ଆଜି ବେଙ୍ଗାଳୁରୁରେ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚ ସିରିଜ ବରାବର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ତଥା ଅନ୍ତିମ ଟି- ଟ୍ବେଣ୍ଟି। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି। ବିଶାଖାପାଟଣାରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ହାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ ବରାବର…