Browsing Tag

t20

ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତରେ ହେବ ୨୦୨୧ ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ରେ ହେବାକୁ ଥିବା ଟି ୨୦ ବିଶ୍ୱକପ୍‌ କ୍ରିକେଟ୍‌ ଭାରତରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ତା’ର ବୋର୍ଡ ବୈଠକରେ ଏହା ଘୋଷଣା କରିଛି । ୨୦୨୧ ଅକ୍ଟୋବର-ନଭେମ୍ବରରେ ଖେଳ…

ଆଜି ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ, ସିରିଜ କବଜା କରିବା…

କେନ୍ୟୁଜ୍(ବ୍ୟୁରୋ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି ଖେଳାଯିବ । ହାମିଲଟନରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଏହି…

ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ୱେଷ୍ଟ ଇଣ୍ଡିଜ ତୃତୀୟ ଟି-୨୦, ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ

ମୁମ୍ବାଇ: ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟ ଇଣ୍ଡିଜ ତୃତୀୟ ତଥା ଚୂଡାନ୍ତ ଟି-୨୦ । ତିନି ଟିକିଆ ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ବରାବର । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ । ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ ।…

ବାଙ୍ଗାଲୁରୁ ଜର୍ସିରେ ବିଚ୍ ମୈଦାନରେ ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ପ୍ରପୋଜ୍ , ଏବେ ଦେଖା ମିଳୁନି ଏହି ଖେଳାଳିଙ୍କର

ଇଣ୍ଡିଆନ୍ ଟି-୨୦ ଲିଗରେ ବହୁ ଖେଳାଳିମାନଙ୍କୁ ପରିଚୟ ମିଳିଛି ତ ବହୁ ଖେଳାଳିଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ସରିଯାଇଛି। ଏମିତି ଏକ ଷ୍ଟାର ଖିଲାଡି ଯିଏ ଇଣ୍ଡିଆନ୍ ଟି-୨୦ ଲିଗରେ ବାଙ୍ଗାଲୁରୁ ରୁ ଡେବ୍ୟୁ କରିଥିଲେ ଏବଂ ହଠାତ୍ ଗାଏବ୍ ହୋଇଯାଇଥିଲେ। ଆମେ କଥା ହେଉଛେ ୩୦ବର୍ଷିୟ ବୋଲର୍…

ସିଡନୀରେ ଭାରତର ଦମଦାର ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ

ସିଡନୀରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି ବିରାଟ ବାହିନୀ । ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍…

ସୋଏବ ଦେଲେ ସାନିଆଙ୍କୁ ଜନ୍ମଦିନର ଉପହାର, ପତ୍ନୀ ଏବଂ ପୁଅ ପାଇଁ ନେଲେ ନିଜ ଜୀବନର ବଡ଼ ନିଷ୍ପତ୍ତି

ମୁମ୍ବାଇ : ପାକିସ୍ତାନରେ ଷ୍ଟାର କ୍ରିକେଟର ସୋଏବ ମଲ୍ଲିକ ଆଉ ଟି୨୦ ଖେଳରେ ନଜର ଆସିବେ ନାହିଁ। କିଛି ଖାସ କାରଣରୁ ସେ ଟି-୨୦ରେ ଭାଗ ନେବାକୁ ମନା କରିଛନ୍ତି। ଆଜି ସୋଏବଙ୍କ ପତ୍ନୀ ତଥା ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ୩୨ତମ ଜନ୍ମଦିନ ହୋଇଥିବା ବେଳେ ଗତକାଲି ଭାବୁକ ହୋଇ ନିଜ…

ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ : ହିରୋ ବନିଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ପୁଣିଥରେ ଏକ ବିଜୟ ହାସଲ କରିଛି ଭାରତ। ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ସିରିଜ କବଜା କରିଛନ୍ତି ବିରାଟ ଆଣ୍ଡ କୋ। ଏହି ବିଜୟ ସହ ୩ ଟିକିଆ ସିରିଜକୁ ୨-୧ ରେ ଜିତିଛି। ଇଂଲଣ୍ଡର ୧୯୯ ରନ ଟାର୍ଗେଟକୁ ପିଛା କରୁଥିବା ମେନ ଇନ୍ ବ୍ଲୁ ୮ଟି ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିଥିଲା।…