ଟାଟୁକୁ ଦେଖି ମୃତଦେହ ଚିହ୍ନଟ କଲେ ପରିବାର ଲୋକ, ୬ ଦିନ ପରେ ମିଳିଲା ପଶ୍ଚିମବଙ୍ଗ ଯୁବକଙ୍କ ପରିଚୟ
କେନ୍ୟୁଜ୍(ବ୍ୟୁରୋ): ଟାଟୁ ଚିହ୍ନେଇ ଦେଲା ମୃତଦେହ । ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ମିଳିଲା ପଶ୍ଚିମବଙ୍ଗ ଯୁବକଙ୍କ ପରିଚୟ । ୨ ତାରିଖଠାରୁ ନିଖୋଜ ଥିଲେ । ବାହାନଗାରୁ ବାଲେଶ୍ୱର, ସୋର, ଭଦ୍ରକ, କଟକରେ ପାଗଳ ପରି ଖୋଜି ବୁଲୁଥିଲେ ପତ୍ନୀ ଓ ପରିବାର ଲୋକ । ଶେଷରେ ଭୁବନେଶ୍ୱର ଏମ୍ସରେ…