Below header
Browsing Tag

technology

ଘରେ ବସି ନିଜ ମୋବାଇଲ୍‌ରେ ଡାଉନଲୋଡ କରନ୍ତୁ ଭୋଟର ପରିଚୟ ପତ୍ର, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୋଟର ପରିଚୟ ପତ୍ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମଧ୍ୟରୁ ଗୋଟିଏ। ଆଧାର କାର୍ଡ ଭଳି ଭୋଟର ପରିଚୟ ପତ୍ରକୁ ବି ଡାଉନଲୋଡ କରାଯାଇ ପାରିବ। ଯଦି ଆପଣ ବି ଆପଣଙ୍କର ଭୋଟର ପରିଚୟ ପତ୍ରର ଡିଜିଟାଲ ଭର୍ସନ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତ ଆଜି ଆମେ ଆପଣଙ୍କୁ ଏକ ଖାସ୍‌ ତରିକା ବିଷୟରେ କହିବାକୁ…

ସାମସଙ୍ଗର ଦମଦାର ଅଫର, ଗାଲେକ୍ସି S21+ରେ ୫୦୦୦ଟଙ୍କାର କ୍ୟାସବ୍ୟାକ ସହ ଗ୍ରାହକଙ୍କୁ କମ୍ବୋ ଅଫର

ସାମସଙ୍ଗ ଗାଲେକ୍ସି S21+ରେ ୫୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳୁଛି। HDFC ବ୍ୟାଙ୍କର କ୍ରେଡିଟ କିମ୍ବା ଡେବିଟ କାର୍ଡ ବ୍ୟବହାରକାରୀଙ୍କୁ ଅତିରିକ୍ତ ୭୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଫୋନ ସହ ଏକ କମ୍ବୋ ଅଫର ମଧ୍ୟ ରହିଛି। ଯେଉଁଥିପାଇଁ ଆପଣଙ୍କୁ Galaxy s21+ ସହ Galaxy…

ଆରମ୍ଭ ହେବାକୁ ଯାଉଛି MI Fan Festival 2021, ଶୀଘ୍ର ହିଁ ଏହାର ଲାଭ ଉଠାନ୍ତୁ

MI ୟୁଜର୍ସଙ୍କ ପାଇଁ ଖୁସି ଖବର। ଆରମ୍ଭ ହେବାକୁ ଯାଉଛି MIର ଫ୍ୟାନ ଫେଷ୍ଟିଭାଲ ସିଜିନ୍‌। ଯେଉଁଠି କମ୍‌ ଦାମରେ ଆପଣଙ୍କୁ ମିଳିବ MIର ମହଙ୍ଗା ପ୍ରଡକ୍ଟ। ଯଦି ଆପଣ କମ ଦାମରେ ମୋବାଇଲ ଫୋନ, ଲାପଟପ୍‌ କିମ୍ବା ସ୍ମାର୍ଟ ହୋମ୍‌ ପ୍ରଡକ୍ଟସ କିଣିବାକୁ ଚାହୁଛନ୍ତି ତେବେ MI ଆପଣଙ୍କ ପାଇଁ ଆଣିଛି…

କମ୍‌ ମୂଲ୍ୟରେ ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେବାକୁ ଯାଉଛି Amazfit Bip U Pro ସ୍ମାର୍ଟ ଓ୍ଵାଚ

ହୁଆମୀ Bip U ସିରିଜର ସ୍ମାର୍ଟଓ୍ଵାଚ Amazfit Bip U ଗତ ବର୍ଷ ଅକ୍ଟୋବରରେ ଲଞ୍ଚ କରିଥିଲା। ଏବେ କମ୍ପାନୀ ଏହାର ଲାଟେଷ୍ଟ ମଡେଲ ସ୍ମାର୍ଟଓ୍ଵାଚ ଭାରତୀୟ ବଜାରରେ ଲଞ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛି। Amazfit Bip U Pro ସ୍ମାର୍ଟଓ୍ଵାଚ ଆଗାମୀ ସପ୍ତାହରେ ଲଞ୍ଚ ହେବାକୁ ଯାଉଛି। ଏହା…

ଫେସବୁକ ୟୁଜର୍ସଙ୍କ ପାଇଁ ସତର୍କବାଣୀ, ଚୋରୀ ହୋଇପାରେ ଆପଣଙ୍କ ଏହିସବୁୁ ତଥ୍ୟ

ଆଜିକାଲି ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ସମସ୍ତେ ସଜାଗ୍‌ ରହୁଛନ୍ତି। ହ୍ୟାକିଂ ସହ ଡାଟା ଚୋରୀକୁ ନେଇ ୟୁଜର୍ସ ଏବେ ଆକାଉଣ୍ଟକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ହ୍ଵାଟ୍ସଆପ୍‌ ପରେ ଏବେ ଫେସବୁକକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ରେ ଫେସବୁକରେ ଜଣେ ୟୁଜର୍ସଙ୍କ ଡାଟା…

ଭାରତରେ ଲଞ୍ଚ ହେଲା Noiseର ନୂଆ ମଡେଲ, ଥରେ ଚାର୍ଜ କଲେ ଚାଲିବ ୨୫ ଘଣ୍ଟା

Noise ଭାରତରେ Noise Buds Play ଇୟରଫୋନ ଲଞ୍ଚ କରିଛି। ଏହାକୁ ମିଶାଇ କମ୍ପାନୀ ୩ଟି ଟିଡବ୍ଲୁଏସ ଇୟରଫୋନ ଲଞ୍ଚ କରିଛି। ଯେଉଁଥିରେ ଲାଟେଷ୍ଟ ‘Noise Buds Play’ ରହିଛି। ଏହା ଗୁଗୁଲ ଫାଷ୍ଟ ପେୟର ଟେକ୍ନୋଲୋଜିରେ ତିଆରି ହୋଇଛି। କମ୍ପାନୀ ପକ୍ଷରୁ ସୂୂଚନା ମିଳିଛି ଯେ, ଏହା ଥରେ ଚାର୍ଜ କଲେ…

ଆସିଲା ବିଏସଏନଏଲର ଶସ୍ତା ପ୍ରିପେଡ ପ୍ଲାନ, ଅନଲିମିଟେଡ କଲ ସହ ୬୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା

ଭାରତୀୟ ବଜାରରେ ଟେଲିକମ୍‌ କମ୍ପାନୀ ବିଏସଏନଏଲ ପୁଣି ଏକ ଶସ୍ତା ପ୍ଲାନ ବଜାରକୁ ଆଣିଛି। ଜିଓ, ଏୟାରଟେଲ ଓ ଭିଆଇକୁ ଟକ୍କର ଦେବାପାଇଁ ବିଏସଏନଏଲ ନୂଆ ପ୍ଲାନ ଆଣିଛି। ଏହି ପ୍ଲାନ ଅନୁଯାୟୀ, ଯେଉଁଠି ଅନ୍ୟ କମ୍ପାନୀ ନିଜର ପ୍ରି-ପେଡ ପ୍ଲାନ ଅନୁଯାୟୀ ଗ୍ରାହକମାନଙ୍କୁ ୨୮ ଦିନ କିମ୍ବା ୫୬ ଦିନ…

Samsung galaxy S20 FE ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଭାରତରେ ସାମସଙ୍ଗ ଗତବର୍ଷ ଅକ୍ଟୋବରରେ Samsung galaxy S20 FE ଲଞ୍ଚ କରିଥିଲା। ଏଥିରେ 4G କନେକ୍ଟିଭିଟି ରହିଥିଲା। ୬ମାସ ପରେ ଏବେ ପୁଣି Samsung galaxy S20 FE 5G ଭାରତୀୟ ବଜାରରେ ଲଞ୍ଚ କରିଛି। ଏଥିରେ ସ୍ନାପଡ୍ରାଗନ 865 ପ୍ରୋସେସର ଦିଆଯାଇଛି। ଏହା ପୂର୍ବରୁ 5G ଭାରିଏଣ୍ଟକୁ…

ଆପଲ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଦେଶୀ ପବଜି ଗେମ୍‌ର ଏଥର ଉଠାଇପାରିବେ ମଜା

ଚାଇନା ଆପ୍ସକୁ ବ୍ୟାନ କରାଯିବା ପରେ ଦେଶରେ ପବଜି ପ୍ରେମୀଙ୍କ ଭାଳେଣି ପଡିଥିଲା। ଏଥିପାଇଁ ଦେଶୀ ଗେମ ପବଜି ଭଳି ପ୍ରଥମ ବ୍ୟାଟେଲ ଗେମ FAU-Gକୁ ଚଳିତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଲଞ୍ଚ କରାଯାଇଥିଲା। ପବଜି ଗେମ୍‌କୁ ଟକ୍କର ଦେବା ପାଇଁ ଜାନୁଆରୀରେ ଫୌଜି ଗେମ୍‌ ଲଞ୍ଚ…

ପ୍ରି-ପେଡ ୟୁଜର୍ସଙ୍କ ପାଇଁ ଖୁସି ଖବର, ୧୪୯ ଟଙ୍କାରେ ପାଇବେ ଅନଲିମିଟେଡ ଅଫର

ଜିଓ ନିଜ ପ୍ଲାନରେ ଏକ ନୂଆ ନିୟମ ଲାଗୁ କରିଛି। ଏହାକୁ ଆପଣ ଜିଓ ୱେବସାଇଟ ବା ମାଇ-ଜିଓ-ଆପ୍‌ ରେ ଦେଖିପାରିବେ। କେଉଁ ପ୍ଲାନ ଅଧିକ ଲୋକପ୍ରିୟ ସେ ସଂପର୍କରେ ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ। ଯଦି ଆପଣ ମଧ୍ୟ ଏହି ୟୁଜର୍ସ ମାନଙ୍କ ମଧ୍ୟରୁ ଜଣେ, ତେବେ ଜାଣି ନିଅନ୍ତୁ ଏହି ପ୍ଲାନ ସଂପର୍କରେ।…

ଯଦି ଆପଣଙ୍କ ମୋବାଇଲ୍‌ ଫୋନ୍‌ ହୋଇଯାଇଛି ଚୋରି, ତ ଚିନ୍ତିତ ହୁଅନ୍ତୁ ନାହିଁ, ଏମିତି ଡିଲେଟ୍‌ କରନ୍ତୁ ଡାଟା

ମୋବାଇଲ୍‌ ଫୋନ ଚୋରି ଘଟଣା ଆଜିକାଲି ସାଧାରଣ ହୋଇଗଲାଣି। ହେଲେ ଫୋନ ଚୋରି ହେବା ପରେ ଆମକୁ ସବୁଠାରୁ ଅଧିକ ଭୟ ଯାହା ରହିଥାଏ, ତାହା ହେଉଛି ଫୋନ ଭିତରର ଡାଟା। ଫୋନରେ ଯେଉଁ ଫ୍ୟାମିଲି ଫଟୋ ସବୁ ରହିଥାଏ, ତାହା ଭାଇରାଲ ହୋଇଯିବାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଟ୍ରିକ୍‌…

ଛୋଟ ଟେଡି ବିୟର ଭଳି ଦେଖାଯାଏ ଏହି ରୋବୋଟ୍‌, କମାଣ୍ଡ ଦେବା କ୍ଷଣି ୟୁଜରଙ୍କ ପାଖରେ ପହଞ୍ଚାଇଥାଏ ଟଏଲେଟ୍‌ ପେପର୍‌

ଲସ୍‌ ଭୋଗାସ୍‌ରେ ଆୟୋଜିତ ହୋଇଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍‌ ଶୋ’ରେ ଟଏଲେଟ୍‌ ପେପର୍‌ ମେକିଂ କମ୍ପାନୀ ‘ଚାରମିନ୍‌’ ନିଜର ଏକ ଟଏଲେଟ୍‌ ପେପର୍‌ ଡେଲିଭରି ରୋବୋଟ୍‌ ପ୍ରଦର୍ଶନ କରିଛି। କମ୍ପାନୀ ଏହାକୁ ‘ରୋଲବୋଟ୍‌’ ନାଁ ଦେଇଛି। ଏହା ଏକ ସେଲ୍ଫ ବାଲାନ୍ସିଂ ଟୁ-ହ୍ଵିଲ୍‌ ରୋବୋଟ୍‌ ଅଟେ,…