ବର ହେବା ପୂର୍ବରୁ ଦାନ୍ତ ସର୍ଜରୀ କରିବାକୁ ଯାଇଥିଲେ ଯୁବକ, ଡେଣ୍ଟାଲ କ୍ଲିନିକ୍ରେ ହେଲା ମୃତ୍ୟୁ
ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍ ବୁକ୍ କରିଥିଲେ । ମୃତକ ହେଲେ, ଲକ୍ଷ୍ମୀ ନାରାୟଣ…