ସ୍ୱଦେଶୀ ଲଢୁଆ ବିମାନ ତେଜସରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଗର୍ବରେ କହୁଛି ଆମେ କାହା ଠାରୁ କମ୍ ନୁହେଁ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସରେ ଉଡାଣ ଭରିଛନ୍ତି । ଆଜି ବେଙ୍ଗାଲୁରୁର ହାଲ୍କୁ ଯାଇଥିବା ବେଳେ ଲଢୁଆ ବିମାନ ତେଜସରେ ଉଡାଣ ଭରିଥିଲେ । ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି…