Below header
Browsing Tag

Telangana

ତେଲେଙ୍ଗାନାରେ ଦାଦନ ଶ୍ରମିକ ବନ୍ଧକ, ମିଳୁଛି ଅକଥନୀୟ ନିର୍ଯ୍ୟାତନା

କେନ୍ୟୁଜ୍‌(ବ୍ୟୁରୋ): ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ଗତ ଫେବୃୟାରୀ ମାସରେ ରବିନ୍ଦ୍ର ହାତୀ ଓ ତାଙ୍କ ପତ୍ନୀ ଯଶୋଦା କାମ ଅନେ୍ଵଷଣରେ ସିକନ୍ଦରାବାଦକୁ ଯାଇଥିଲେ । ସିକନ୍ଦରାବାଦ ଜିଲ୍ଲା ବିକିରିବାଦରେ ଏକ…

ତେଲେଙ୍ଗାନା: ନୂଆ ସଚିବାଳୟ ବିଲ୍ଡିଂରେ ଲାଗିଲା ନିଆଁ; ୧୭ ଫେବୃୟାରୀରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ କେସିଆର୍‌

ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ନୂଆ ସଚିବାଳୟ ବିଲ୍ଡିଂରେ ଶୁକ୍ରବାର ନିଆଁ ଲାଗିଯାଇଛି। ଏହାକୁ ୧୭ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୋଲିସ କହିଛି ଯେ ନୂଆ ସଚିବାଳୟ ବିଲ୍ଡିଂରେ ସକାଳେ ନିଆଁ ଲାଗିଥିଲା, ଯାହାର ତୁରନ୍ତ ପରେ ଅଗ୍ନିଶମ…

ବାପା ସାମ୍ନାରେ ଝିଅକୁ ଅପହରଣ; ମନ୍ଦିରରୁ ଫେରୁଥିବା ବେଳେ ୧୮ ବର୍ଷର ଝିଅକୁ ଉଠାଇନେଲେ ଚାରି ଦୁର୍ବୃତ୍ତ…ଦେଖନ୍ତୁ…

ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାରେ ଏକ ଅପହରଣ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ନେଇଛନ୍ତି। ବଡ଼ କଥା ହେଲା, ଯୁବତୀ ମନ୍ଦିରରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବାପାଙ୍କ ସାମ୍ନାରେ ହିଁ ତାଙ୍କୁ ଉଠାଇ ନେଇଛନ୍ତି।…

ତେଲେଙ୍ଗାନାରେ ଫସି ରହିଛନ୍ତି ୨୩ ଶ୍ରମିକ: ଦିଆଯାଉଛି ଅକଥନୀୟ ନିର୍ଯାତନା, ଉଦ୍ଧାର ପାଇଁ ଗୁହାରି

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲାରେ ଦାଦନ ଦୁଃଖ । ତେଲଙ୍ଗାନାକୁ କାମ କରିବାକୁ ଯାଇ ମାନେଶ୍ୱର ଅଞ୍ଚଳରୁ ୨୩ ଜଣ ମହିଳା ଓ ପୁରୁଷ ଫସି ଯାଇଥିବା ଅଭିଯୋଗ ହୋଇଛି। ବାହାର ରାଜ୍ୟରେ କାମ କରି ଅଧିକ ଟଙ୍କା ରୋଜଗାରର ଆଶା ଦେଖାଇ ବରଗଡର ଜଣେ ବ୍ୟକ୍ତି ସେମାନଙ୍କୁ ୧୫ ଶହ ଟଙ୍କା ଅଗ୍ରୀମ…

କେସିଆର୍‌ଙ୍କ ଜାତୀୟ ଦଳ ଉନ୍ମୋଚନ ପୂର୍ବରୁ ମଦ, ଚିକେନ୍‌ ପାର୍ଟି! ଦେଖନ୍ତୁ ଚକିତ କଲା ଭଳି ଭିଡିଓ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଜାତୀୟ ଦଳ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହାକୁ ନେଇ ତାଙ୍କ ପାର୍ଟି ‘ଟିଆର୍‌ଏସ୍‌’ରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି, ଲୋକମାନଙ୍କ ମଧ୍ୟରେ ମଦ, ଚିକେନ୍‌ ଆଦି ବଣ୍ଟନ କରାଯାଉଛି। ଏହାରି ଭିତରେ ଟିଆର୍‌ଏସ୍‌ ନେତା ରାଜନାଲା ଶ୍ରୀହରିଙ୍କର ଏକ ଭିଡିଓ…

ତେଲେଙ୍ଗାନା ସରକାରୀ ସ୍କୁଲରେ ମୂଷାଙ୍କ ଉତ୍ପାତ! ୧୦ ଛାତ୍ରୀଙ୍କୁ କାମୁଡ଼ି ଘାଇଲା କରି ପକାଇଲେ… ସୁରକ୍ଷିତ ପରିବେଶ…

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବାଳିକା ଗୁରୁକୁଳ ଆବାସୀୟ ବିଦ୍ୟାଳୟରେ ପଢ଼ୁଥିବା ୧୦ ଛାତ୍ରୀଙ୍କୁ ମୂଷା କାମୁଡ଼ି ଦେଇଛି। ମୂଷା କାମୁଡ଼ିବା ଦ୍ୱାରା ଛାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ…

ତେଲେଙ୍ଗାନାରେ ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ, ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗରୁ ଉପରକୁ ଉଠିଥିବା ବେଳେ ଘଟିଲା ଦୁର୍ଘଟଣା

ତେଲେଙ୍ଗାନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ନଗରକୁରକୁଲ୍‌ ଜିଲ୍ଲାରେ ଏକ ଉଠା ଜଳସେଚନ ପ୍ରକଳ୍ପ କାମ କରୁଥିବା ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ, ଏହି ଶ୍ରମିକମାନଙ୍କୁ ଯେତେବେଳେ ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଭିତରୁ କେବୁଲ୍‌ ସହାୟତାରେ ଉପରକୁ ଅଣା…

ମଦ ନିଶା ଏମିତି ଚଢ଼ିଥିଲା ଯେ…୧୦୦କୁ ଡାଏଲ୍‌ କରି ପୋଲିସକୁ ମାଗିଦେଲେ ୨ ବୋତଲ ମଦ!

ବେଳେବେଳେ କିଛି ଲୋକ ନିଶାସକ୍ତ ଅବସ୍ଥାରେ ଅନେକ କାଣ୍ଡ କରି ପକାନ୍ତି। ମଦ ନିଶା ଚଢ଼ିଥିଲେ, ସେମାନେ ନିଜର ହିତାହତ ଜ୍ଞାନ ଭୁଲି ଯାଆନ୍ତି। କ’ଣ କରିବେ, କ’ଣ ନ କରିବେ, ଜାଣିପାରନ୍ତି ନାହିଁ। ଏବେ ଏମିତି ହିଁ ଏକ ମାମଲା ତେଲେଙ୍ଗାନାରୁ ଆସିଛି। ଏଠି ମଦ ନିଶାରେ ଜଣେ ଯୁବକ ଅଜବ ପ୍ରକାର…

ରେଷ୍ଟୁରାଣ୍ଟ ଦେଲା ମନଲୋଭା ଅଫର୍‌; କେବଳ ଗୋଟିଏ ଶବ୍ଦ କୁହନ୍ତୁ…ଆଉ ପାଆନ୍ତୁ ବିଲ୍‌ରେ ରିହାତି!

ଅନେକ ବାର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ନିଜ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ମନଲୋଭା ଅଫର ସବୁ ଆଣି ଥାଆନ୍ତି, ଯେପରି ଅଧିକରୁ ଅଧିକ ଗ୍ରାହକ ସେଠାକୁ ଆସି ପାରିବେ। ଏବେ ଏମିତି ହିଁ ଏକ ରେଷ୍ଟୁରାଣ୍ଟ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।…

ପିଏମ୍‌ ମୋଦିଙ୍କୁ ଗାଦିଚ୍ୟୁତ କରିବୁ, ଆଉ ନୂଆ ସରକାର ଆଣିବୁ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌

ନିର୍ବାଚନ ସମୟ ଯେତେ ଯେତେ ପାଖେ ଆସୁଛି, ଦଳ ଦଳ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ସେତେ ଅଧିକ ହେଉଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏମିତି ବୟାନ ଦେଇଛନ୍ତି, ଯାହା ତାଙ୍କୁ ବିବାଦ ମଧ୍ୟକୁ ଟାଣି…

ଦେଖନ୍ତୁ Video: ବନ୍ୟାରେ କାର୍‌ ଯେପରି ଭାସି ନ ଯିବ, ବ୍ୟକ୍ତି କଲେ ଅଜବ ଯୋଗାଡ଼; ରଶିର ଝୁଲା ବନାଇ ଘରର ଛାତରୁ ଏମିତି…

ଦେଶର କେତେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଅନେକ ଅଞ୍ଚଳ ଜଳମଗ୍ନ ଯୋଗୁ ଜନଜୀବନ ଏକପ୍ରକାର ଦୁର୍ବିସହ ହୋଇପଡ଼ିଛି। ଲୋକଙ୍କୁ ନିଜ ଦୈନନ୍ଦିନ କାମରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର…

ତେଲେଙ୍ଗାନାରେ ଚାଞ୍ଚଲ୍ୟ, କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ କାର୍ ମଧ୍ୟରେ ଜଣେ ବିଜେପି ନେତାଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ମାନେ । ନେତା ଜଣକ କାରରେ ଥିବାବେଳେ କେତେକ ଅଜଣା ବ୍ୟକ୍ତି କାରରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି । ଏଥିରେ ନେତା ଜଣକ ଜୀବନ୍ତ ଦଗ୍ଧ…