Below header
Browsing Tag

temperture

ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସହ ସର୍ବାଧିକ…

ଭୁବନେଶ୍ୱର : ଜଳୁଛି ସାରା ଓଡ଼ିଶା । ୪୦ ଉପରେ ୭ଟି ସହରର ପାରଦ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡକ ହେଲା ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାକୁ ରେଡ୍…

୨୧ ରୁ ୨୪ ଯାଏଁ ସାମୟିକ ଆଶ୍ବସ୍ତି, ୨୫ରୁ ପୁଣି ବଢିବ ତାତି ! ଆଜି ବୌଦ୍ଧ ସର୍ବାଧିକ ୪୪.୩ ଡ଼ିଗ୍ରୀ ଓ ଭୁବନେଶ୍ୱର ୪୧.୩…

ଭୁବନେଶ୍ୱର : ଆଜି ରାଜ୍ୟର ମୟୁରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି, ଏଥି ସହ ଚଳିତ ଅପ୍ରେଲରେ ୭ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିଛି | ଆଜି…

ରାଜ୍ୟରେ ଅସମ୍ଭାଳ ତାତି : ୪୩.୦୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟରୁ ଶୁଷ୍କ ବାୟୁ ପ୍ରବାହ ଓ ପ୍ରଖର ସୂର୍ଯ୍ୟକିରଣ ପାଇଁ ତାପମାତ୍ରା ବୃଦ୍ଧି ପାଇଛି।…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଚାନ୍ଦବାଲିରେ ୪୦ଡିଗ୍ରୀ ରେକର୍ଡ ହୋଇଛି…

ଆଜିଠୁ ଆହୁରି ବଢ଼ିବ ତାତି, ଆସନ୍ତା ୨୧ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର : ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଦୁଇ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଜଳୁଛି ଓଡ଼ିଶା, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୬ ଓ ଭୁବନେଶ୍ବରରେ ୩୯.୨ ଡିଗ୍ରୀ

ଭୁବନେଶ୍ୱର : ଜଳୁଛି ଓଡ଼ିଶା। ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୩୯.୨, ତାନ୍ଦବାଲିରେ ୩୮.୭ , ଝାରସୁଗୁଡ଼ାରେ ୩୮.୪ ଓ କେନ୍ଦୁଝରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠୁ ୪ଦିନ ଜଳିବ ସାରା ଓଡିଶା ।…

୧୪ ରୁ ଗ୍ରୀଷ୍ମ ସତର୍କତା ଜାରି : ୧୭ ରୁ ୨୦ ଯାଏଁ ହୋଇପାରେ ଘାତକ, ଟ୍ୱିନ ସିଟିକୁ ହିଟ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ବଢିଲା ତାତି । ଆସନ୍ତା କାଲି ଠାରୁ ବା ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ଖରାର ତାତିରେ ସିଝିବ ପୁରା ଓଡିଶା। ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ପୁଣି ବଢିବ ତାତି, ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ଖରା

ଭୁବନେଶ୍ୱର (କେନ୍ୟୁଜ): ୩ ମାସ ଜାଳିବ । ଆଗକୁ ଆହୁରି ବଢିବ ତାତି। ଏପ୍ରିଲ ମାସରେ ରାଜ୍ୟରେ ଅସମ୍ଭାଳ ହେବ ତାତି । ଏପ୍ରିଲରୁ ଜୁନ ମଧ୍ୟରେ ଦେଶରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ । ଏହା ୧୦ରୁ ୨୦ ଦିନ ପର୍ଯ୍ୟନ୍ତ ରହିବ। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରେ…

ଆକାଶରୁ ଅଗ୍ନି ବର୍ଷା, ସମ୍ବଲପୁରରେ ରେକର୍ଡ ୪୬.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା

ପ୍ରଚଣ୍ଡ ଗ୍ରୀଷ୍ମକୋପ । ଜଳୁଛି ଓଡ଼ିଶା । ପଶ୍ଚିମରୁ ଉପକୂଳ ଅସହ୍ୟ ତାତି ଓ ଗୁଳୁଗୁଳି କଲବଲ କରୁଛି । ଡ଼ହ ଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର । ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୪ ଦଶମିକ ୩ ଡିଗ୍ରୀ ଛୁଇଁଛି । ସାଢ଼େ ୧୧ଟା ସୁଦ୍ଧା ରାଜଧାନୀରେ ୪୧ ଡିଗ୍ରା ପାର…

ଜଳୁଛି ପଶ୍ଚିମ ଓ଼ଡ଼ିଶା: ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର

(କେନ୍ୟୁଜ): ପଶ୍ଚିମ ଓଡ଼ିଶାରେ ତାତି । ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ସକାଳ ସାଢ଼େ ୮ଟାରୁ ଟାଇଁ ଟାଇଁ ଖରା । ଦିନ ୧୧ଟା ସୁଦ୍ଧା ତାତି ଅସମ୍ଭାଳ ହେଉଛି । ଜଳୁଛି ପଶ୍ଚିମ ଓ଼ଡ଼ିଶା । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ତାପମାତ୍ରା ୪୧…

ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି, ଅଧିକାଂଶ ସ୍ଥାନରେ ପାରଦ ୨ ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆହୁରି ତାତିବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ…

ଏଠି ତାପମାତ୍ରା ୧୦୦ ଉପରେ, ବିଶ୍ୱର ସବୁଠୁ ଗରମ ସ୍ଥାନ

ଗରମ ଦିନ ଆସିଲେ ପ୍ରାୟ ସମସ୍ତଙ୍କୁ ଚିନ୍ତା ହୁଏ କେମିତି କଟିବ ଖରାଦିନ । ବିଶେଷକରି ସହରାଞ୍ଚଳ ମାନଙ୍କରେ ଖରାଦିନ ଅତି ଅସହ୍ୟ ହୋଇପଡେ । କିଛି ଲୋକେ ତ ଏହି ସମୟରେ ଥଣ୍ଡା ସ୍ଥାନକୁ ଭ୍ୟାକେସନ କରିନିଅନ୍ତି । ବେଶୀ ତାପମାତ୍ରା କହିଲେ ଆମ ରାଜ୍ୟରେ ୫୦ପାଖାପାଖି । ଆଉ ଏତିକିରେ ହିଁ ଅସହ୍ୟ…