Browsing Tag

tiger shroff ganpat

ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେବେ ଟାଇଗର ଶ୍ରଫ, ଏମିତି କରୁଛନ୍ତି ପ୍ରସ୍ତୁତି

ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜ ଆଗାମୀ ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେଇପାରନ୍ତି। ଟାଇଗର ଫିଲ୍ମ 'ଗଣପତ'ରେ କାମ କରିବାକୁ ଯାଉଛନ୍ତି। କୁହାଯାଉଛି, ଏହି ଫିଲ୍ମରେ ସେ ଜଣେ ବକ୍ସରଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିବା ବେଳେ…