ସୁନ୍ଦରୀର ଘର ବାହୁଡ଼ା…ନେବାକୁ ମଧ୍ୟପ୍ରଦେଶ କାହ୍ନାରୁ ଆସୁଛନ୍ତି ସ୍ୱତନ୍ତ୍ର ଟିମ୍
ଅନୁଗୁଳ: ସୁନ୍ଦରୀର ଘର ବାହୁଡ଼ା । ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମଧ୍ୟପ୍ରଦେଶ କାହ୍ନାରୁ ଏକ ସ୍ୱତନ୍ତ୍ର ଟିମ୍ ତାକୁ ନେବାପାଇଁ ଆସୁଛନ୍ତି। ଆଜି କିମ୍ବା କାଲି ଭିତରେ ସାତକୋଶିଆରେ ପହଞ୍ଚିବେ । ଟିମ୍ ସଦସ୍ୟମାନେ ପ୍ରଥମେ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା…