କିଛି ଘଣ୍ଟାର ଅପେକ୍ଷା ପରେ ଆଜି ଭାରତରେ ପହଞ୍ଚିବ ତହାୱୁର, ଦିଲ୍ଲୀ ତିହାର ଜେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଖୋଲିବ ପାକିସ୍ତାନର ମୁଖା । ଭାରତ ଆସୁଛି ତହାୱୁର । ଗତକାଲି ଭାରତୀୟ ସମୟ ସଂଧ୍ୟା ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ବତନ୍ତ୍ର ବିମାନରେ ବସାଇ ଭାରତ ଅଣାଯାଉଛି । ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ ।
ଭାରତରେ ତାର ବିଚାର ହେବ । ଏଥିପାଇଁ ଦିଲ୍ଲୀ…