Browsing Tag

tragic accident

ଉତ୍ତର ପ୍ରଦେଶ: ତୀର୍ଥଯାତ୍ରୀଙ୍କୁ ବୈଜନାଥ ଧାମ ନେଇ ଯାଉଥିଲା ବସ୍‌, ବିଦ୍ୟୁତ୍‌ ତାର ବାଜି ୮ ପୋଡ଼ିଗଲେ; ହସ୍ପିଟାଲରେ…

ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ବୈଜନାଥ ଧାମ ନେଇ ଯାଉଥିବା ଏକ ବସ୍ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଏଥିରେ ଡ୍ରାଇଭରଙ୍କ ସମେତ ୮ ଜଣ ଯାତ୍ରୀ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ବସ୍‌ଟି ଉପରେ ଯାଇଥିବା ଉଚ୍ଚ…

ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା! ସିନ୍ଧୁ ନଦୀରେ ଓଲଟିଲା ବରଯାତ୍ରୀ ଡଙ୍ଗା, ୨୩ ମୃତ

ପାକିସ୍ତାନରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଏଠାରେ ପଞ୍ଜାବ ଓ ସିନ୍ଧ ସୀମା ନିକଟସ୍ଥ ସିନ୍ଧୁ ନଦୀରେ ଏକ ବରଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନଙ୍କ କହିବା ହେଲା, ଦୁର୍ଘଟଣା ସୋମବାର ରାତିରେ ଘଟିଛି। ତେବେ…

ଶୁଙ୍କି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା: ମୁହାଁମୁହିଁ ଧକ୍କା ହେଲେ ୨ଟି ଟ୍ରକ୍, ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ…

କୋରାପୁଟ(କେନ୍ଯୁଜ୍): ଶୁଙ୍କି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେଲେ ୨ଟି ଟ୍ରକ। କୋରାପୁଟ ଜିଲ୍ଲା ଶୁଙ୍କି ଘାଟିରେ ୨ଟି ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ…

ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ମର୍ମନ୍ତୁଦ ଦୁର୍ଘଟଣା: ଇନୋଭାକୁ ଧକ୍କା ଦେଲା ବସ୍, ୨ମୃତ

ବୌଦ୍ଧ: ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।  ଏହି ଦୁର୍ଘଟଣାରେ ପାଖାପାଖି ୨୫ ଯାତ୍ରୀ ଆହତ  ହୋଇଛନ୍ତି।…

ଡାକ୍ତରଙ୍କ ସ୍ତ୍ରୀ ନେଉଥିଲେ ‘ମରଣାନ୍ତକ ସେଲ୍ଫି’ ! ଚାହୁଁ ଚାହୁଁ ସ୍ୱାମୀଙ୍କ ଆଖି ସାମ୍ନାରେ ହିଁ…

ମଧ୍ୟ ପ୍ରଦେଶର ହଲାଲି ଡ୍ୟାମରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଏଠାରେ ଜଣେ ଡାକ୍ତରଙ୍କ ସ୍ତ୍ରୀ ସେଲ୍ଫି ନେଉଥିବା ବେଳେ ପାଣିରେ ଖସିପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ରେସକ୍ୟୁ ଅପରେସନ ଜାରି ରହିଥିଲେ ହେଁ ମୃତ ମହିଳାଙ୍କର କୌଣସି ପତ୍ତା ମିଳିପାରିନାହିଁ।…

ନିଶାସକ୍ତ ଅବସ୍ଥାରେ ଶାରୀରିକ ସମ୍ବନ୍ଧ ବନାଇବାରୁ ସନ୍ତୁଳନ ହରାଇ ବସିଲେ ପ୍ରେମୀଯୁଗଳ, ବାଲ୍‌କୋନିରୁ ଖସିପଡ଼ି ଶୋଚନୀୟ…

ଗତ ଶନିବାର ଆମେରିକାରରେ ଏକ ଅଜବ ଦୁର୍ଘଟଣା ଘଟିଛି। ବ୍ୟାଚେଲର୍ସ ପାର୍ଟି ଚାଲିଥିବା ବେଳେ ବିଲ୍ଡିର ତୃତୀୟ ମହଲା ବାଲକୋନିରୁ ଖସିପଡ଼ି ଏକ ପ୍ରେମୀଯୁଗଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କିନ୍ତୁ ଯେତେବେଳେ ଲୋକଙ୍କୁ ଦୁର୍ଘଟଣାର କାରଣ ଜଣାପଡ଼ିଥିଲା, ସମସ୍ତେ ଚକିତ ହୋଇଯାଇଥିଲେ। ସୂଚନା…