Browsing Tag

tricks and tips

ସାଧାରଣ କ୍ୟାମେରା ଫୋନରେ DSLR ପରି ଫଟୋ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟ୍ରିକ୍ସ

ଯଦି ଆପଣ ନିଜ ସାଧାରଣ ଫୋନରେ DSLR ପରି ଭଲ ଫଟୋ କ୍ଲିକ୍ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଆଣିଛୁ, ଯାହା ମାଧ୍ୟମରେ ଆପଣ ନିଜ ସ୍ମାର୍ଟଫୋନରେ ମଧ୍ୟ DSLR ଭଳି ସୁନ୍ଦର ଫଟୋଗ୍ରାଫି କରିପାରିବେ । ଏଥିପାଇଁ ସର୍ବପ୍ରଥମେ କ୍ୟାମେରା ସେଟିଂକୁ…

ଗୁଗୁଲର ନୂଆ ଫିଚରରେ ଫୋନ ଷ୍ଟୋରେଜ ସମସ୍ୟା ହେବ ଦୂର

ଗୁଗଲ ଆଣିଲା ନୂଆ ଫିଚର । ଯେଉଁଥିରେ ଆପଣଙ୍କ ଫୋନର ଷ୍ଟୋରେଜ ସମସ୍ୟା ହୋଇଯିବ ଦୂର। ଆଜିର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଯାହାର ହାତରେ ସ୍ମାର୍ଟଫୋନ୍ ନାହିଁ। ଆମେ ସ୍ମାର୍ଟଫୋନ୍ ଉପରେ ଏତେ ନିର୍ଭରଶୀଳ ଯେ ଆମର ସମସ୍ତ କାର୍ଯ୍ୟ ଏବଂ ମନୋରଞ୍ଜନ ଆମ ଫୋନରେ କରିଥାଉ। ଏପରି…

ନିଜ ଫୋନକୁ ଫିଲ୍ମ ଟ୍ରାନ୍ସଫର କରିନେଉଛନ୍ତି କି, ଏବେ ଆଖି ପିଛୁଳାକେ ଗୋଟେ ଫୋନରୁ ଅନ୍ୟ ଫୋନକୁ ହୋଇଯିବ ସେୟାର

ଆଜିକା ଡେଟରେ ଆମେ ଆମର ପ୍ରତ୍ୟେକ କାମ ପାଇଁ ନିଜର ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତାହା ତେଣିକି ସ୍କୁଲ-ଅଫିସ କାମ ହେଉ କିମ୍ବା ମନୋରଞ୍ଜନ ପାଇଁ ହେଉ। ଏବେ ତ ଲୋକମାନେ ଫୋନରେ ହିଁ ଫିଲ୍ମ ଦେଖି ମଜା ନେବାକୁ ପସନ୍ଦ କରୁଛନ୍ତି। ଆଉ ଏଥିପାଇଁ ଫୋନରେ ଫିଲ୍ମ ଡାଉନଲୋଡ କରି ରଖୁଛନ୍ତି।…

ଗୁଗଲ ଡ୍ରାଇଭରେ କିଭଳି ଜରୁରୀ ଡାଟା ରିକଭରି କରି ପାରିବେ ଜାଣି ନିଅନ୍ତୁ ସହଜ ଟ୍ରିକ୍‌

ସ୍ମାର୍ଟଫୋନ ଯୁଗରେ ଆଜି କାଲି ସବୁକିଛି କାମ ଫୋନରେ ସମ୍ଭବ ହେଉଛି। ତେଣୁ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ଫୋନରେ ସେଭ ରଖିବାକୁ ପଡୁଛି। ତେବେ ଏହାରି ମଧ୍ୟରେ ଯଦି ଫୋନ ଷ୍ଟୋରେଜ ଫୁଲ ହୋଇଯାଏ ତାହେଲେ କଥା ସରିଲା। ବିଶେଷତଃ ଝିଅମାନଙ୍କ ଫୋନ ଷ୍ଟୋରେଜ ଫଟୋ ଏବଂ ଭିଡ଼ିଓ ପାଇଁ ଫୁଲ ହୋଇଯାଏ। ଏଥିପାଇଁ…

ବାସ୍‌ ଗୋଟିଏ କ୍ଲିକରେ ହଟାନ୍ତୁ ଫୋନରୁ ସମସ୍ତ ଡୁପ୍ଲିକେଟ କଣ୍ଟାକ୍ଟ ନମ୍ବର, ଜାଣନ୍ତୁ ପ୍ରୋସେସ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ଅଧିକାଂଶ ଲୋକ ମାତ୍ର ଦୁଇ ତିନି ବର୍ଷ ଫୋନ ବ୍ୟବହାର କରି ବଦଳାଇ ଦିଅନ୍ତି। ଏମିତି କିଛି ଲୋକ ତ ଏମିତି ଅଛନ୍ତି ଯେଉଁମାନେ ଗୋଟେ ବର୍ଷ ନୂଆ ଫୋନ ଧରିଥିବେ କି ନାହିଁ ପୁଣି ନୂଆ ଏକ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ତେବେ ନୂଆ ଫୋନରେ ସିମ ପକାଇ ଆମେ କଣ୍ଟାକ୍ଟ…

ଆପଣ ଆପଣଙ୍କ ପୁରୁଣା ଟୁଥବ୍ରଶକୁ କରୁଛନ୍ତି କ’ଣ ? ଡଷ୍ଟବିନରେ ନ ଫୋପାଡ଼ି ଏହି ୫ଟି ଉପାୟରେ କରନ୍ତୁ ବ୍ୟବହାର

ଆପଣ ଆପଣଙ୍କର ପୁରୁଣା ଟୁଥବ୍ରଶକୁ କ'ଣ କରନ୍ତି? ଅଧିକାଂଶ ଲୋକଙ୍କ ଘରେ ପୁରୁଣା ବ୍ରଶକୁ ଡଷ୍ଟବିନରେ ଫୋପାଡ଼ି ଦିଆଯାଏ। କିନ୍ତୁ ଆପଣ ଚାହିଁଲେ ଏହି ୫ଟି ଉପାୟରେ ପୁରୁଣା ବ୍ରଶକୁ ବ୍ୟବହାର କରିପାରିବେ। ୧. ଜୋତାରୁ ମାଟି ସଫା କରିବା ପାଇଁ: କପଡ଼ା ଜୋତାରେ ସାଧାରଣତଃ ଧୂଳି, ମାଟି…

ମାତ୍ର ୫ ମିନିଟିରେ ଏହି ଉପାୟରେ ସିଝାନ୍ତୁ ଆଳୁ

ଆଳୁ ରୋଷେଇ ଘରର ପ୍ରମୁଖ ପରିବା ମଧ୍ୟରେ ଗଣା । ପ୍ରତ୍ୟେକ ଘରେ ଆଳୁର ଚାହିଦା ବେଶ ଅଧିକ। ପ୍ରତିଟି ତରକାରୀ ହେଉ ଅବା ଭଜା ଆମ୍ଭେମାନେ ଆଳୁକୁ ଖୋଜିଥାଉ । ଆଳୁ ପରଟା କରିବା ପାଇଁ ଆଳୁ ସିଝାଇବା ପାଇଁ ଯଦି ଆପଣଙ୍କ ପାଖରେ ଅଧିକ ସମୟ ନଥାଏ, ତେବେ ଏହି ଉପାୟ କରି ଜଲଦି ଆପଣ ଆଳୁକୁ…