Browsing Tag

tunnel collapse

ତେଲଙ୍ଗାନା ଟନେଲ ଭୁଶୁଡିବା ଘଟଣା : ଟିବିଏମ ମେସିନ ତଳେ ଫସିଛନ୍ତି ୪ ଶ୍ରମିକ, ଖୁବଶୀଘ୍ର ହେବେ ଉଦ୍ଧାର

ତେଲଙ୍ଗାନା ଶ୍ରୀଶୈଳମ ଡ୍ୟାମର ସୁଡ଼ଙ୍ଗ ଛାତ ଭୁଶୁଡିବା ଫସିଥିବା ଅନ୍ୟ ୪ ଜଣଙ୍କ ସନ୍ଧାନ ମିଳିଛି । ଫସିଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ ଉଦ୍ଧାର ହୋଇଥିବା ବେଳେ ଆଉ ୪ ଜଣଙ୍କ ଲୋକେସନ ମିଳିଛି । ସରକାର, ସେନା, ନୌସେନା, ଏନଡିଆରଏଫ ଏବଂ ସୁଡ଼ଙ୍ଗ ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।…

ତେଲଙ୍ଗାନା : ଉଦ୍ଧାର କାର୍ଯ୍ୟରେ ବାଧା ଦେଉଛି କାଦୁଅ ପାଣି, ଫସିଥିବା ୮ ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ଏନଡିଆରଏଫ ଟିମର…

ତେଲେଙ୍ଗାନା ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ୟାମର ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚାଲିଛି । ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଏନଡିଆରଏଫ…

ତେଲଙ୍ଗାନା : ଭୁଶୁଡିଲା ନିର୍ମାଣାଧୀନ ଟନେଲ, ୩୦ ଜଣ ଫସିଥିବା ଆଶଙ୍କା

ତେଲଙ୍ଗାନାରେ ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ଯାମର ପଛ ଭାଗରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡିଛି । ଶ୍ରୀଶୈଳମ ଲେଫଟ ବ୍ୟାଙ୍କ କେନାଲ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ଏଥିରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଅତିକମରେ ୩୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି ।…

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗ, ଜଣେ ଶ୍ରମିକ ମୃତ, ୩ ଆହତ

ରାଜସ୍ଥାନର କୋଟାରେ ଏକ ନିର୍ମାଣାଧୀନ ଟନେଲ ରବିବାର ସକାଳେ ଭୁଶୁଡ଼ି ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେର ମୁକୁନ୍ଦରା ହିଲ୍ସ ଟାଇଗର ରଜର୍ଭ ନିକଟରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଟନେଲର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଦବି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ଉତ୍ତରକାଶୀ ଟନେଲ ଘଟଣା: ଦେଶବାସୀଙ୍କ ପ୍ରାର୍ଥନା ଶୁଣିଲେ ଭଗବାନ, ଉଦ୍ଧାର ହେଲେ ୪୧ ଶ୍ରମିକ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଶ୍ରମିକମାନେ…

ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି, ଲାଗିବ ୧୮ରୁ ୨୪ ଘଣ୍ଟା ସମୟ

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି । ଅଗର ମେସିନ୍ ବାରମ୍ବାର ଫେଲ ପରେ ହାତ କଟରରେ ଖୋଳିବାକୁ ଯୋଜନା । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା…

ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଉତ୍ତରକାଶୀ ପଠାଗଲା ଅଗର ମେସିନ୍

ସମ୍ବଲପୁର(କେନ୍ୟୁଜ୍):  ଗତ ୧୩ ଦିନ ହେବ ପ୍ରତିଟି ମୁହୂର୍ତ୍ତରେ ଉତ୍ତରାଖଣ୍ଡର ଉତ୍ତରକାସି ଟନେଲରେ ଫଇସିଥିବା ଶ୍ରମିକଙ୍କୁ ନେଇ ଖବର ବାରମ୍ବାର ପ୍ରକାଶ ହେଉଛି । ତେବେ ଗତ ୪ ଦିନ ହେବ ପ୍ରତିଦିନ ଖବର ଆସୁଛି କି ଆଜି ହିଁ ଉଦ୍ଧାର ହେବେ ଶ୍ରମିକ, କିନ୍ତୁ ଅନେକ ପ୍ରତିବନ୍ଧକ କାରଣରୁ ସଫଳ…

ଦୀର୍ଘ ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଜଣ ଶ୍ରମିକ, ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ

ଆଉ ମାତ୍ର କିଛିି ସମୟର ଅପେକ୍ଷା… ଉତ୍କଣ୍ଠାରେ ରହିଛି ସାରା ଦେଶ । ଏହାପରେ ହଟିବ ଅନ୍ଧାର, ବଞ୍ଚିବ ଜୀବନ । ଦୀର୍ଘ ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଜଣ ଶ୍ରମିକ । ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର…

ଖୁବଶୀଘ୍ର ଗାଁକୁ ଫେରିବେ ଭଗବାନ, ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ଆଉ କିଛି ମୁହୂର୍ତ୍ତ ପରେ ବାହାରିବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକ । ଆଉ ବାସ କିଛି ସମୟର ଅପେକ୍ଷା । ଖୁବ ଶୀଘ୍ର ଟନେଲ ଭିତରୁ ଆସିବ ସୁସମ୍ବାଦ ।  ଆଜିକୁ ୧୨ ଦିନ ହେବ ଚାଲିଛି ଉଦ୍ଧାରକାର୍ଯ୍ୟ । ତେବେ ଏହି ୪୧ ଜଣଙ୍କ ମଧ୍ୟରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି…

ଉତ୍ତରାଖଣ୍ଡ: ରେସ୍‌କ୍ୟୁ ଅପରେସନ ପାଇଁ ଆଗାମୀ ‘୧୫ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’, ଶ୍ରମିକଙ୍କ ପାଖକୁ ପଠାଗଲା ଭେଜ୍‌ ପଲାଉ…

ଉତ୍ତରାଖଣ୍ଡ ଟନେଲ୍‌ ଦୁର୍ଘଟଣାସ୍ଥଳରେ ଲଗାତାର ଜାରି ରହିଛି ଉଦ୍ଧାର କାର୍ଯ୍ୟ। ରେସ୍‌କ୍ୟୁ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ବାହାରି ପାରନ୍ତି ୪୧ ଶ୍ରମିକ। ଦେଶର କୋଣ ଅନୁକୋଣରୁ ମେସିନଗୁଡ଼ିକୁ ଏୟାରଲିଫ୍ଟ କରାଯାଇ ଦିନରାତି ଏଠାରେ ଡ୍ରିଲିଂ…

ପ୍ରଥମ ଥର ସାମ୍ନାକୁ ଆସିଲା ଟନେଲ ତଳେ ଫସିଥିବା ୪୧ ଜଣ ଶ୍ରମିକଙ୍କ ସିସିଟିଭି ଫୁଟେଜ

ପ୍ରଥମ ଥର ସାମ୍ନାକୁ ଆସିଛି ଟନେଲ ତଳେ ଫସିଥିବା ୪୧ ଶ୍ରମିକଙ୍କ ଚିତ୍ର । ଏହି ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି ଶ୍ରମିକଙ୍କ ମୁହଁ । ୱାକି ଟକିରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ ଏବଂ ଶ୍ରମିକଙ୍କର ମନୋବଳ ବଢ଼ାଇଛନ୍ତି । ଏହି ସମୟରେ ତୁରନ୍ତ…

ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଯିବ ରୋବର୍ଟ!!

ବିତିଗଲାଣି ୯ ଦିନ । ତଥାପି ସରୁନି ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଇଁ ଆଜି ନବମ ଦିନ । ସେହି ଦିନଠାରୁ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି, ଯଦିଓ ଏପର୍ଯ୍ୟନ୍ତ କୌଣସି ଶ୍ରମିକ ଉଦ୍ଧାର ହୋଇ ନାହାଁନ୍ତି । ଫସି…