Below header
Browsing Tag

tv actor

ଟିଭି ଆକ୍ଟର ଅର୍ଜୁନ ବିଜଲାନିଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା, ସୁଟିଂ ସେଟ୍‌ରୁ ହସ୍ପିଟାଲରେ କରାଗଲା ଭର୍ତ୍ତି

ଟିଭିର ଜଣାଶୁଣା ଅଭିନେତାମାନଙ୍କ ମଧ୍ୟରୁ ଅର୍ଜୁନ ବିଜଲାନି ଅନ୍ୟତମ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲରେ ଅଭିନୟ କରିଛନ୍ତି । ଅଭିନୟ ବ୍ୟତୀତ ଅର୍ଜୁନ ହୋଷ୍ଟିଂ ପାଇଁ ମଧ୍ୟ ଜଣାଶୁଣା । ତେବେ ଅର୍ଜୁନ ତାଙ୍କ ଅଭିନୟ ଜରିଆରେ ସବୁବେଳେ ସମସ୍ତଙ୍କୁ ହସାଇଥାନ୍ତି । ଆଜିକାଲି ଏହି…

ପଡ଼ୋଶୀଙ୍କୁ ଗୁଳି କରି ହତ୍ୟା କଲେ ଟିଭି ଅଭିନେତା ଭୂପେନ୍ଦ୍ର ସିଂ, ଗିରଫ କଲା ପୋଲିସ; ଅନ୍ୟ ଦୁଇ ଗୁରୁତର

ଏକ ହତ୍ୟା ମାମଲାରେ ୟୁପି ପୋଲିସ ଅଭିନେତା ଭୂପେନ୍ଦ୍ର ସିଂଙ୍କୁ ଗିରଫ କରିଛି। ଭୂପେନ୍ଦ୍ର ତାଙ୍କର ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି। ୟୁପିର ବିଜନୋରରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୋଲିସର କହିବା ହେଲା, ଏହି…

ହାର୍ଟଆଟାକରେ ଚାଲିଗଲେ ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେ, ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

ଟିଭି ଇଣ୍ଡଷ୍ଟ୍ରୀ ପାଇଁ ପୁଣି ଏକ ଦୁଃଖଦ ଖବର । ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ହାର୍ଟଆଟାକରେ ପରଲୋକ । ଗତରାତିରେ ତାଙ୍କୁ କାର୍ଡିଆକ୍‌ ଆଟାକ୍‌ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର…

ଟେଲି ଅଭିନେତ୍ରୀ ଦ୍ରଷ୍ଟୀ ଧାମିଙ୍କୁ କରୋନା, ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଦେଲେ ସୂଚନା

କୋଭିଡର ନୂତନ ପ୍ରକାର ଭାରିଆଣ୍ଟ୍ ଓମିକ୍ରନ୍ ବାହାରିବା ପରଠାରୁ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି ଦେଶରେ ସର୍ବାଧିକ କରୋନା ମାମଲା ଦେଶରେ ମହାରାଷ୍ଟ୍ରରେ ହୋଇଥିବା ବେଳେ ଅନେକ ବଲିଉଡ ସେଲିବ୍ରେଟ୍ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ମଧୁବାଲା ଫେମ୍ ଟେଲି ଅଭିନେତ୍ରୀ…

Tv ଆକ୍ଟର ଆଶିଷ ରୟ ICUରେ ଭର୍ତ୍ତି, ଆର୍ଥିକ ସଙ୍କଟ ଯୋଗୁ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ କଲେ ଗୁହାରି

'ଶାଶୁରାଲ ସିମର କା' ଓ 'କୁଛ ରଙ୍ଗ ପ୍ୟାର କେ ଏସେ ଭି' ଭଳି ସିରିୟଲରେ ନଜର ଆସିଥିବା ଜଣାଶୁଣା ଟିଭି ଆକ୍ଟର ଆଶିଷ ରୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗୋରେଗାଁବର ଏସଆରବି ମଲ୍ଟିସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୋଗ ଯୋଗୁ ଆଶିଷ ଏବେ ଆର୍ଥିକ ସମସ୍ୟା ଦେଇ ଗତି…

ନିଜ ଅଭିନୟ ଏବଂ ଲୁକ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଶିଭିନ ମେଡିକାଲରେ ଭର୍ତ୍ତି

ବଲିଉଡ ଟିଭି ଅଭିନେତା ଏବଂ ଟିଭି ସିରିୟଲ 'ବିରା'ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଶିଭିନ ନିଜ ଆକ୍ଟିଂରେ ଲୋକଙ୍କୁ ଦିୱାନା କରିଥିଲେ। ଏହାପରେ ତାଙ୍କୁ ଲୋକପ୍ରିୟ ଟିଭି ସିରିୟଲ ବେହଦ ୨ରେ ନଜର ଆସିଥିଲେ। ନିଜ ଅଭିନୟ ଏବଂ ଲୁକର ଯାଦୁରେ ଲୋକଙ୍କୁ ଦିୱାନା କରିଥିବା ଶିଭିନ ହସ୍ପିଟାଲରେ…