Browsing Tag

Ukraine army

ଜନ୍ମଦିନରେ ମୃତ୍ୟୁର ଉପହାର! ଗ୍ରେନେଡ୍‌ ବିସ୍ଫୋରଣରେ ଆଖି ବୁଜିଲେ ୟୁକ୍ରେନ୍‌ ମେଜର, ୧୩ ବର୍ଷର ପୁଅ ଆହତ

ଜନ୍ମଦିନରେ ଆଖି ବୁଜିଛନ୍ତି ୟୁକ୍ରେନ୍‌ ସେନାର ଜଣେ ମେଜର। ଗ୍ରେନେଡ୍‌ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ ଇହୋର କ୍ଲାଇମେଙ୍କୋ। ଗୃହମନ୍ତ୍ରୀ ଟେଲିଗ୍ରାମରେ ସୂଚନା ଦେଇ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ୟୁକ୍ରେନ ସୈନିକ ହେଲେ ମେଜର ହେନାଡି…

ଯୁଦ୍ଧ ଭିତରେ ‘ସୁପରହିରୋ’ ସାଜିଲା ଏହି ୟୁକ୍ରେନୀ କୁକୁର! ୨୦୦ରୁ ଅଧିକ ଲ୍ୟାଣ୍ଡମାଇନ ସନ୍ଧାନ କରି ବଞ୍ଚାଇଲା ଶହ ଶହ…

ବାସ୍ତବରେ, କୁକୁର ମଣିଷର ସବୁଠାରୁ ଭଲ ସାଙ୍ଗ ହୋଇଥାଏ ଏବଂ ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇସାରିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ବି ଏକ କୁକୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କିଭ୍‌ର ଏହି କୁକୁର ନିଜ ଦେଶ ପାଇଁ ସାହସ ଏବଂ ବୀରତାର ପରିଚୟ ଦେଇ ଏକ ବିରାଟ ଉଦାହରଣ ସୃଷ୍ଟି କରିଛି।…

ୟୁକ୍ରେନ ସୈନିକଙ୍କୁ ଛୁଇଁ ଚାଲିଗଲା ମୃତ୍ୟୁ…! ସ୍ମାର୍ଟଫୋନ ବଞ୍ଚାଇ ଦେଲା ଜୀବନ; ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଥିବା ବେଳେ ଆଉ କିଛି ଭିଡିଓ ଇମୋସନାଲ୍‌ କରିଦିଏ। କିନ୍ତୁ ଏବେ ୟୁକ୍ରେନରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ଆପଣ ବି ଥରି ଉଠିବେ। ଇଣ୍ଟରନେଟ୍‌ରେ…

ରୁଷ ବର୍ବରତା ଓ ନୃଶଂସତା ସୀମା ଟପିଲାଣି, ୟୁକ୍ରେନ ସେନାକୁ ଟ୍ରେନିଂ ଦେବ ଆମେରିକା

କେନ୍ୟୁଜ୍(ବ୍ୟୁରୋ): ରୁଷ ବର୍ବରତା ଓ ନୃଶଂସତା ସୀମା ଟପିଲାଣି । କଡ଼ା ଜବାବ ଦେବାକୁ ୟୁକ୍ରେନ ସେନାକୁ ଟ୍ରେନିଂ ଦେବ ଆମେରିକା । ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆମେରିକା ୟୁକ୍ରେନ ସେନାକୁ ଟ୍ରେନିଂ ଦେବ । ଆମେରିକା ୟୁକ୍ରେନକୁ ସାମରିକ ସହାୟତା ଦେଉଛି…