Browsing Tag

umerkote

ଅନ୍ଧବିଶ୍ବାସର ଅନ୍ଧକାରରେ ମଣିଷ, ଦେହ ଭଲ ହେବା ପାଇଁ ମାସକର ଶିଶୁକୁ ଚେଙ୍କ

ନବରଙ୍ଗପୁର : ଅନ୍ଧବିଶ୍ବାସର ଅନ୍ଧକାରରେ ମଣିଷ ।  ଦେହ ଭଲ ହେବା ପାଇଁ ଶିଶୁକୁ ଚେଙ୍କ ।  ମାସକର ଶିଶୁକୁ ୪୦ରୁ ଉର୍ଦ୍ଧ୍ବ ଚେଙ୍କ ।  କଅଁଳା ଶିଶୁକୁ ଏମିତି ଚେଙ୍କ ଦିଆଯାଇଛି ଯେ ମୁଣ୍ଡ ଓ ପେଟରେ ଆଉ କେଉଁଠି ବି ଜାଗା ଖାଲି ନାହିଁ ।  ଯନ୍ତ୍ରଣାରେ ହସପିଟାଲ ବେଡରେ ପଡି ରହି ଛଟପଟ ହେଉଛି।…

ମହୁଲ ଜଗୁଆଳି ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କରି ପରିବାର ଲୋକେ ଥାନାର ଦ୍ୱାରସ୍ଥ

ଉମରକୋଟ: ବାପାକୁ ଡାକି ନେଇ ମାରିଦେଲେ । ମୋ ବାପା ଆଉ ନାହିଁ । ଗତକାଲି ସନ୍ଧ୍ୟାରେ ମୋ ବାପାଙ୍କୁ ଗାଁର ମକୁନ୍ଦ ଗୌଡ଼ ନାମକ ବ୍ୟକ୍ତି ଡାକି ନେଇଥିଲେ ଏବଂ ମହୁଲ ଗଛ ତଳେ ସାଥିରେ ଖିଆ ପିଆ କରିବା ପରେ ବାପାଙ୍କୁ ମକୁନ୍ଦ ଗୌଡ଼ ହତ୍ୟା କରିଥାଇ ପାରେ । ଏକଥା ଆମେ କହୁନୁ ବାପାକୁ ହରାଇ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, କଟାହାତକୁ ନେଇ ମେଡ଼ିକାଲ ପହଁଚିଲେ ପରିବାର ଲୋକେ

ଉମରକୋଟ : ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିହେଲା କାର । କାର ମଧ୍ୟରେ ବସିଥିବା ମହିଳାଙ୍କ କଟିଗଲା ହାତ ପରେ ସେହି କଟା ହାତକୁ ନେଇ ମେଡିକାଲ ପହଁଚିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ ଯୋଡ଼େଙ୍ଗା ବଜାରରୁ କିଛି ଦୂରରେ ।  ହାତ କଟିଥିବା ମହିଳା ମିନା ଠାକୁରଙ୍କ…

ଗାଁ ଲୋକଙ୍କ ଭରସା ପାଲଟିଛି ମାଟି ରାସ୍ତା, ହଇରାଣ ହେଉଛନ୍ତି ୮ ଖଣ୍ଡ ଗାଁର ବାସିନ୍ଦା

ଉମରକୋଟ : ଉମରକୋଟ ବ୍ଲକ ସାନଭରଣ୍ଡୀ ପଞ୍ଚାୟତର ଇନ୍ଦିରା କଲୋନୀ ଗାଁ ଲୋକଙ୍କ ଭାଗ୍ୟରେ ନାହିଁ ପକା ସଡ଼କ ।  ଆଜି ପର୍ଯ୍ୟନ୍ତ ମାଟି ରାସ୍ତା ଉପରେ ଏହି ଗାଁ ଲୋକଙ୍କୁ ଭରସା କରିବାକୁ ପଡୁଛି ।  ବର୍ଷା ହେଲେ କଥା ସରିଲା ।  ଆଣ୍ଠୁଏ କାଦୁଅରେ ଏହି ରାସ୍ତା ଉପରେ ନର୍ଭର କରୁଥିବା ୮ ଖଣ୍ଡ…

ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ, କେବେ ସୁଧୁରିବ ସ୍ଥିତି ?

ଉମରକୋଟ: ଚଳିତ ବର୍ଷର ଲଗାଣ ବର୍ଷାରେ ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତର ତିନିଖଣ୍ଡ ଗାଁ ଲୋକେ ପକ୍କା ସଡ଼କ ଭଳି ମୌଳିକ ସୁବିଧାରୁ ବଞ୍ଚିତ । ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡେ ପାଇ ନଥିବା ଯୋଗୁଁ ମାଟି ରାସ୍ତା ଉପରେ ହିଁ ଭରସା କରି ବସବାସ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନରେ…

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼ ପିଠା ସାଙ୍ଗକୁ ପାନର ମହକ । ଆଉ ସବୁଠି ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ରଜ ଖୁସିରେ କରୁଛନ୍ତି ମଉଜ । କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିଛି ବଡ଼ ଅଘଟଣ । ସକାଳୁ ସକାଳୁ ମା’ ଝିଅ ପୋଖରୀକୁ ଗାଧୋଇବା ପାଇଁ…

ସଫଳତା ପାଇଲେ ଶାଶ୍ୱତ, କେବିସି ହଟ ସିଟରୁ ଜିତିଲେ ୧୩ ଲକ୍ଷ ୪୦ ହଜାର

ପଙ୍କରୁ ପଦ୍ମ ଫୁଟିଲା ଭଳି ନିଜ ପ୍ରତିଭାକୁ ସମଗ୍ର ଓଡ଼ିଶାବାସୀଙ୍କ ସମ୍ମୁଖକୁ ଆଣିଛନ୍ତି ଏହି କୁନି ପୁଅ । ବାପା ମା’ ସହ ପ୍ରତ୍ୟେକ ଓଡ଼ିଆବାସୀଙ୍କୁ ଗର୍ବିତ କରିଛନ୍ତି ଶାଶ୍ୱତ । ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ନିଜେ ପହଞ୍ଚିଲେ କେବିସି ଜୁନିୟର ହଟସିଟରେ । ବୟସ ଏତେ କମ…

ଉମରକୋଟ : ଘର ସହ ଜଳିଗଲେ ବୃଦ୍ଧ

ଉମରକୋଟ (କେନ୍ୟୁଜ): ଘର ସହ ଜଳିଗଲେ ବୃଦ୍ଧ। ଉମରକୋଟ ଝରୀଗାଁ ବ୍ଲକ ବୁଟିସର୍ଗି ଗାଁରେ ନିଆଁରେ ପୋଡ଼ିହୋଇ ଜୀବନ୍ତ ଦଗ୍ଧ। ଗତକାଲି ରାତିରେ ଶୋଇଥିଲାବେଳେ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା। ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିବାବେଳେ ଏହି ଅଘଟଣ ଘଟିଥିଲା।…

ମାନବିକତା ଦେଖାଇଲେ ତହସିଲଦାର, ଗରିବ ମହିଳା ବ୍ୟବସାୟୀଙ୍କ ଠାରୁ କିଣିନେଲେ ସବୁ ଶାଗ

ଉମରକୋଟ (କେନ୍ୟୁଜ୍) : କରୋନା ମହାମାରୀର କୋପରେ ସମସ୍ତେ ଘାଇଲା । କି ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମଣ କରି ଚାଲିଛି ଏଇ ଅଦୃଶ୍ୟ ଶତ୍ରୁ । ଏଥିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ ପ୍ରଭାବିତ ହେଉଛି ଜୀବିକା । ଏସବୁ ଭିତରେ ପେଶୀ ହେଉଛନ୍ତି ଗରିବ। ତଥାପି ପେଟ ଚାଖଣ୍ଡ ପାଇଁ କରିବାକୁ ପଡୁଛି…

ଉମରକୋଟ: କେଉଁ ପରିସ୍ଥିତିରେ ଭୁଶୁଡ଼ିଲା ବ୍ରିଜର ସ୍ଲାବ? ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଉନ୍ନୟନ…

ଉମରକୋଟ୍: କେମିତି ଓ କେଉଁ ପରିସ୍ଥିତିରେ ଭୁଶୁଡ଼ିଲା ବ୍ରିଜର ସ୍ଲାବ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଜ ନିର୍ମାଣ…

ପ୍ରେମ ପାଇଁ ହାରିଦେଲେ କି ଜୀବନ ତୁଲେଶ୍ୱର ଓ ଊର୍ମି? ଉମରକୋଟରେ ଚାଲିଛି ଚର୍ଚ୍ଚା

ଉମରକୋଟ (କେ ନ୍ୟୁଜ୍‌) : ଲୋକ ଲଜ୍ଜାକୁ ସହି ନ ପାରି ଜଣେ ବିବାହିତ ଯୁବକ ଓ ତାଙ୍କ ପ୍ରେମିକା ଆଜି ଆତ୍ମହତ୍ୟା କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତ୍ତୃମା ଗ୍ରାମ ପଞ୍ଚାୟତ ବଡ଼ଖଡ଼କା ଗାଁରେ । ସୂଚନା ଅନୁଯାୟୀ ଏହି ଗ୍ରାମର…