Browsing Tag

underage girl

ଦିବ୍ୟାଙ୍ଗ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଡାକ୍ତରଖାନାରେ ଶିଶୁ ପୁତ୍ର ଜନ୍ମ ଦେଇ ଅଖିବୁଜିଲେ…

ଉତ୍ତରପ୍ରଦେଶ: ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଯିବାରୁ ଡାକ୍ତରଖାନାରେ ପରିବାର ଲୋକଙ୍କ ହଟ୍ଟଗୋଳ। ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା କାରଣରୁ ଏହି ଘଟଣା ଘଟିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ମୁତାବକ କାସଗାଞ୍ଜ ଜିଲ୍ଲା ଚିକିତ୍ସାଳୟରେ…

ନବରଙ୍ଗପୁର: ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର, ତିନି ଦିନ ପରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରୁ ମିଳିଲା…

ନବରଙ୍ଗପୁର(ବ୍ୟୁରୋ): ନିଖୋଜ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର । ତିନି ଦିନ ପରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ପଖନଗୁଡ଼ାର ଦୁଇ ନାବାଳିକାଙ୍କ ଶବକୁ କୂଅରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ରାଇଘର…

ଭଦ୍ରକ: ଚରମ୍ପା ରେଲୱେ ଲାଇନ କଡ଼ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ତିନି ଦିନ ତଳେ ହୋଇଥିଲା ନିଖୋଜ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ରେଲୱେ ଲାଇନ କଡ଼ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ମୃତ ନାବାଳିକାଙ୍କ ଘର ଗ୍ରାମାଞ୍ଚଳ ଥାନା ରମ୍ଭିଳା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ତିନି ଦିନ ତଳେ ଘରୁ ନିଖୋଜ ହୋଇଯାଇଥିଲେ । ଗତକାଲି ପରିବାର ଲୋକ ଥାନାରେ…

ଚିନ୍ତା ବଢାଇଛି ଓଡିଶାରେ ଦୈନିକ ନାବାଳିକା ନିଖୋଜ ସଂଖ୍ୟା, NCRB ଦେଲା ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ବଢୁଛି ନାବାଳିକା  ଅପହରଣ ସଂଖ୍ୟା। ସଦ୍ୟ ପ୍ରକାଶିତ NCRB ରିପୋର୍ଟ ଓଡିଶାର ସ୍ଥିତିକୁ ନେଇ ଏକ ଚିନ୍ତା ଜନକ ରିପୋର୍ଟ ଦେଇଛି। ଓଡିଶାରେ ନାବାଳିକା ଅପହରଣ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। …

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ ଓ ପରେ ଦୁର୍ବୃତ୍ତ କଲା ଫଟୋ ଭାଇରାଲ, ପୀଡ଼ିତା ପରିବାରକୁ ଦେଲା ହତ୍ୟା ଧମକ

ପ୍ରଥମେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ  ଘୃଣ୍ୟ କାରନାମାର ଫଟୋ ଭାଇରାଲ । ମୟୂରଭଞ୍ଜ ରାଇରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଗୋରୁ ମହିଷାଣୀ ଥାନା ମାଣିକପୁର ଗାଁର ଜଣେ ନାବାଳିକା ଛାତ୍ରୀ କଲେଜରୁ ଫେରୁଥିବା ବେଳେ ଲେମ୍ଭ ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଏହି…

ପୁଣି ଲଜ୍ଜା, ପ୍ରଧାନଶିକ୍ଷକ ଜଙ୍ଗଲରେ କଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କୁଚିଣ୍ଡାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍ମର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଛାତ୍ରୀ ଜଣକ ବସଷ୍ଟାଣ୍ଡରୁ କଲେଜକୁ ଯାଉଥିବା ବେଳେ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଖର୍ସେଲ କଲେଜରେ ଛାଡ଼ିଦେବାକୁ କହିଥିଲେ।…

ରାଜନଗରରେ ପୁଣି ଚାଞ୍ଚଲ୍ୟ, ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ ଯୁବକ

ପଟ୍ଟାମୁଣ୍ଡାଇ : ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ଚାଁଆରକୁଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାକୁ ଅପହରଣ କରି ଜିଲ୍ଲା ବାହାରେ ଦେହବ୍ୟବସାୟରେ ଲଗାଉଥିଲେ ମହିଳା । ଏଭଳି ଅଭିଯୋଗ କରିଛନ୍ତି ଖୋଦ ନାବାଳିକା । ଗ୍ରାମର ସଂଙ୍ଗିତା ନାମକ ଜଣେ ନାବାଳିକା ଝିଅ ଗତ ୩୦ ତାରିଖ ଦିନ ଠାରୁ…