ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ମହିଳା: ସରକାରୀ କ୍ୱାର୍ଟରରେ ୟୁନିସେଫ୍ ଅଧିକାରୀଙ୍କୁ ଦୁଷ୍କର୍ମ କଲେ ବ୍ୟକ୍ତିଗତ…
ଇସଲାମାବାଦ: ପାକିସ୍ତାନରେ ମହିଳାଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାରର ମାମଲା ଲଗାତାର ବଢ଼ି ଚାଲିଛି। ରାଜଧାନୀ ଇସ୍ଲାମାବାଦରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଏବେ ପାକିସ୍ତାନରୁ ଏକ ଛାତି ଥରା ତଥା ଅବିଶ୍ୱସନୀୟ ଖବର ସାମ୍ନାକୁ ଆସିଛି। ଯାହାକୁ ପଢ଼ିବା ପରେ ଆପଣ ବି କହିବେ ଏଠାରେ ରକ୍ଷକ…