Browsing Tag

uniform

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ

୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ…

ଆଉ ୟୁନିଫର୍ମରେ ରିଲ୍ସ କରିପାରିବେ ନାହିଁ କେନ୍ଦ୍ରୀୟ ସୁରକ୍ଷା କର୍ମୀ, ସୋସିଆଲ ମିଡିଆ ଗାଇଡଲାଇନ ଜାରି

କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ସୋସିଆଲ ମିଡିଆ ଗାଇଡଲାଇନ୍ ଜାରି କରାଯାଇଛି । କୌଣସି ସୁରକ୍ଷା କର୍ମୀ ୟୁନିଫର୍ମରେ ଭିଡିଓ କି ରିଲ୍ସ କରିପାରିବେ ନାହିଁ । ସିଆରପିଏଫ୍ ଏହାର ଜବାନମାନଙ୍କୁ କହିଛି ସେମାନେ ନ ବୁଝି ନ ବିଚାରି ଅନଲାଇନରେ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ । ଏହାସହିତ…

ପୋଲିସଙ୍କ ବର୍ଦ୍ଦି କେଉଁଠି ଖାକି ତ ଆଉ କେଉଁଠି ଧଳା, ଜାଣନ୍ତୁ ଭାରତରେ କେଉଁ ରାଜ୍ୟର ୟୁନିଫର୍ମ କେମିତି?

ଖାକି। ଏହି ରଙ୍ଗ କଥା ଆସିଲେ ଆଖି ସାମ୍ନାକୁ ଚାଲି ଆସେ ପୋଲିସ କର୍ମୀଙ୍କ ଚେହେରା। ପୋଲିସଙ୍କୁ ଚିହ୍ନିବା ପାଇଁ ଏହି ଖାକି ବର୍ଦ୍ଦି ହିଁ ଯଥେଷ୍ଟ। ମାଟିଆ ରଙ୍ଗର ପୋଷାକ, କାନ୍ଧରେ ଷ୍ଟାର ଆଉ ଅଣ୍ଟାରେ ବନ୍ଧୁକ ଖୋସା ହୋଇଥିଲେ, ଆମେ ପୋଲିସ ବୋଲି ଚିହ୍ନିଥାଉ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା…

ଭାରତୀୟ ସଂସ୍କୃତିକୁ ମିଳିଲା ସମ୍ମାନ ; ଆମେରିକାର ବାୟୁସେନାରେ ତିଲକ ଲଗାଇ ଡ୍ୟୁଟି କରିପାରିବେ ଯବାନ

ନୂଆଦିଲ୍ଲୀ : ଆମେରିକା ବାୟୁସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଯିଏକି ପ୍ରତିଦିନ କର୍ମକ୍ଷେତ୍ରକୁ ଯିବା ମାତ୍ରେ ତିଲକ ଲଗାଇ ଯାଇଥାନ୍ତି । ଦେଶର ସୁରକ୍ଷା କରିବା ସହିତ ନିଜ ସଂସ୍କୃତି ପ୍ରତି ଭଲପାଇବା ଓ ସମ୍ମାନ ମଧ୍ୟ ଦେଖିଇଥାନ୍ତି । ଆର୍ମି ପୋଷାକ ପିନ୍ଧିଲା ମାତ୍ରେ…

‘ଏବେ ପୁଅ ପିଲା ବି ସ୍କର୍ଟ ପିନ୍ଧି ଆସିବେ ସ୍କୁଲ’, ଆରମ୍ଭ ହେଲା ନୂଆ ଅଭିଯାନ

କେବଳ ଝିଅ ନୁହେଁ, ଏବେ ପୁଅ ପିଲା ବି ସ୍କର୍ଟ ପିନ୍ଧି ସ୍କୁଲ ଆସିବେ। ସ୍ପେନ୍‌ରେ #ClothesHaveNoGender ଅଭିଯାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ଏକ ସ୍କୁଲରେ ଉଭୟ ପୁଅ ଓ ଝିଅଙ୍କୁ ଲିଙ୍ଗଗତ ସମାନତା ଦର୍ଶାଇବାକୁ କ୍ଲାସ୍‌କୁ ସ୍କର୍ଟ ପିନ୍ଧି ଆସିବାକୁ କୁହାଯାଇଛି। ରିପୋର୍ଟ…