Browsing Tag

UNSC

UNSCରେ ଭିଟୋ ପ୍ରୟୋଗ କଲା ଋଷ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ, ଭୋଟ ଦାନରୁ ବିରତ ରହିଲା ଭାରତ

କେନ୍ଯୁଜ୍: UNSCରେ ଭିଟୋ ପ୍ରୟୋଗ କଲା ଋଷ । ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ । ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ଆସିଲା ସଙ୍କଳ୍ପ । ୧୧ ରାଷ୍ଟ୍ର ସଙ୍କଳ୍ପ ସପକ୍ଷରେ ଭୋଟ ଦେଲେ । ଆମେରିକା, ଫ୍ରାନ୍ସ, ବ୍ରିଟେନ ସହ ୧୧ ରାଷ୍ଟ୍ର । ଋଷ ନିଜର ଭିଟୋ କ୍ଷମତା ପ୍ରୟୋଗ…

ପ୍ରଥମ ଥର ପାଇଁ ୟୁଏନ୍‌ଏସ୍‌ସି ର ଅଧ୍ୟକ୍ଷ ହେଲା ଭାରତ, ସୁରକ୍ଷା ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କରିବେ…

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦର(ୟୁଏନ୍‌ଏସ୍‌ସି) ସଭାପତି ଭାବେ ଦାୟିତ୍ୱ ତୁଲାଇବେ । ଆଜିଠାରୁ ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ୱ ନେବାକୁ ଯାଉଛି ଭାରତ । ଏଥିରେ ପ୍ରଧାନମନ୍ତ୍ରୀ…

ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପାକିସ୍ତାନର ଉଦ୍ୟମ ଫେଲ୍, ଜାତିସଂଘ ସୁରକ୍ଷା ପରିଷଦକୁ ଦେଇ…

ନୂଆଦିଲ୍ଲୀ: ଭାରତୀୟଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପାକିସ୍ତାନର ଉଦ୍ୟମ ଫେଲ୍। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଉଦ୍ୟମକୁ ଅଗ୍ରାହ୍ୟ କରି ଦେଇଛି । ଅଙ୍ଗାରା ଆପ୍ପାଜୀ ଓ ଗୋବିନ୍ଦ ପଟ୍ଟନାୟକଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ…

ଜାତିସଂଘରେ ଅଷ୍ଟମ ଥର ପାଇଁ ଅସ୍ଥାୟୀ ସଦସ୍ୟ ପଦ ଗ୍ରହଣ କରିଛି ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ଭାରତକୁ ମିଳିଲା ବଡ ପଦବୀ। UNSCରେ ଅସ୍ଥାୟୀ ସଦସ୍ୟ ପଦ ଗ୍ରହଣ କରିଛି ଭାରତ। ତେବେ ଅଷ୍ଟମ ଥର ପାଇଁ ମିଳିତ ଜାତୀୟ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଛି ଭାରତ। ଏନେଇ ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ଦେଶ ମଧ୍ୟରୁ ଭାରତକୁ ମିଳିଛି ୧୮୪…

କଶ୍ମୀର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ପାକିସ୍ତାନ ନିରାଶ

ଜମ୍ମୁ-କଶ୍ମୀର(କେନ୍ୟୁଜ୍): ଜାମ୍ମୁ-କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ବୈଠକରେ ପାକିସ୍ତାନ ଓ ଚୀନକୁ ଝଟକା । ଏଥିସହ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବାରେ ସେମାନେ ବିଫଳ ହୋଇଛନ୍ତି । ଭାରତ ସପକ୍ଷରେ ବାହାରିଛି ରୁଷ ।…

ଚାଲାକି ଦେଖାଇଲା ଚୀନ୍‌, କାଶ୍ମୀର ପ୍ରସଙ୍ଗରେ ଆଜି ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା

ଚାଲାକି ଦେଖାଇଲା ଚୀନ୍‌ । ଚୀନ୍‌ର ଦାବି ଉପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଆଲୋଚନା ହେବ । ଆଜି ଦିନ ୧୦ଟାରେ ବନ୍ଦ କୋଠରୀରେ ଆଲୋଚନା କରାଯିବ । ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ବାରମ୍ବାର…