ବାପା ବସ୍ ହକର୍, ପୁଅ ଓଏଏସ୍: ଅନୁଗୁଳର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା
ଅନୁଗୁଳ (କେନ୍ୟୁଜ): ବାପା ବସ୍ ହକର୍, ପୁଅ ଓଏଏସ୍ । ୨୭୯ ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତ ମହାପାତ୍ର । ଅନୁଗୁଳର ବସ୍ଷ୍ଟାଣ୍ଡର ସୁପରଭାଇଜର ତଥା ହକର୍ ଶ୍ରୀକାନ୍ତ ମହାପାତ୍ରଙ୍କ ପୁଅ ସତ୍ୟବ୍ରତ ଓଡ଼ିଶା ପ୍ରଶାସନିକ ସେବା…