Below header
Browsing Tag

vaccine

କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଭ୍ୟାକସିନ୍‌ ନେଲେ ପୋଲିସ ଡିଜି ଅଭୟ

କଟକ: ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ଟିକା । ଭ୍ୟାକସିନ୍‌ ନେଲେ ପୋଲିସ ଡିଜି । ପୋଲିସ ବିଭାଗରେ ପ୍ରଥମ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ସେ ଟିକା ନେଇଛନ୍ତି । ସବୁ ଜିଲ୍ଲାପାଳ ଓ ଏସପିମାନେ ମଧ୍ୟ ଟିକା ନେଉଛନ୍ତି । ସକାଳୁ ଗଞ୍ଜାମ…

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, ପଞ୍ଜୀକୃତ ହୋଇଛି ପାଖାପାଖି ୨୦ ହଜାର ନାମ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ ବୋଲି…

ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା। ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆସିବ ଟିକା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ ୪୦ ହଜାର ୮ ଶହ ଭାଏଲ ଆସିଥିଲା। ଆଜି ୧୯୨ଟି ସେସନ୍‌ରେ ଟିକାକରଣ କରାଯିବ। ୨୦ ତାରିଖରେ…

ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ WHOର ଅନୁମତି

କେନ୍ଯୁଜ୍: ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ WHOର ଅନୁମତି । WHO ପକ୍ଷରୁ କୌଣସି କରୋନା ଟିକାକୁ ଅନୁମତି ଦେବାରେ ଏହା ପ୍ରଥମ । ଏହାସହ ସାରାବିଶ୍ୱରେ ଫାଇଜର ଟିକାକୁ ଜରୁରୀ ବ୍ୟବହାର କରାଯାଇପାରିବ ବୋଲି WHO । ଏହାପୂର୍ବରୁ ଇଂଲଣ୍ଡ ଓ ଆମେରିକାରେ ଅନୁମତି ମିଳିଥିଲା ।…

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ନେଲେ କରୋନା ଭ୍ୟାକ୍ସିନ୍, ଲୋକଙ୍କୁ ସଚେତନ କରିବାକୁ ହେଲା ସିଧା…

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ନେଲେ କରୋନା ଭ୍ୟାକ୍ସିନ। ବାଇଡେନ୍‌ ଟୀକା ନେବାବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଲୋକଙ୍କ ମଧ୍ୟରେ ଟୀକା ପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଇଡେନ ସର୍ବସମ୍ମୁଖରେ ଟୀକା ନେଇଛନ୍ତି। ଡେଲଓ୍ଵାରେ ଖ୍ରୀଷ୍ଟିଆନା କେୟାର…

ଆମେରିକାରେ ମୋଡେର୍ଣ୍ଣା ଟିକାକୁ ମିଳିଲା ଅନୁମତି: ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଆମେରିକା: ଆମେରିକା ପ୍ରଥମ ଦେଶ ଭାବେ ମୋଡେର୍ଣ୍ଣା ଟିକାକୁ ଅନୁମତି ଦେଇଛି । ମୋଡେର୍ଣ୍ଣା ଟିକା ଦୁଇଟି ଡୋଜ୍‌ ଦିଆଯିବ । ପ୍ରଥମ ଟିକା ଦେବାର ୨୮ ଦିନ ପରେ ଆଉ ଗୋଟିଏ ଡୋଜ୍‌ ଦିଆଯିବ । କ୍ଲିନିକାଲ ଟ୍ରାଏଲରେ ୯୪ ପ୍ରତିଶତ ସଫଳ ହୋଇଥିଲା । ଫାଇଜର ମଧ୍ୟ ସମାନ ଫଳପ୍ରଦ । ପ୍ରଥମ…

ପ୍ରତୀକ୍ଷାର ହେଲା ଅନ୍ତ: ବ୍ରିଟେନରେ କୋଭେଣ୍ଟ୍ରି ମେଡିକାଲରେ ପ୍ରଥମେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ନେଲେ କରୋନା…

ବ୍ରିଟେନ: ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ । କୋଭେଣ୍ଟ୍ରି ମେଡିକାଲରେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ପ୍ରଥମେ ଟିକା ନେଇଛନ୍ତି । ସେହିପରି ମହାରାଣୀ ଏଲିଜାବେଥ୍‌-ଦ୍ୱିତୀୟ ପ୍ରଥମ ଟିକା ନେବେ । ତାଙ୍କ ବୟସ ୯୪ ବର୍ଷ । ୯୯ବର୍ଷୀୟ ରାଜକୁମାର ଫିଲିପ୍‌ ବି ଟିକା ନେବେ । ଆଗଧାଡିର…

୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନା ଟୀକା, ମାଗଣାରେ ଯୋଗାଇ ଦେବେ ଭାରତ ସରକାର

ନୂଆଦିଲ୍ଲୀ: ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…

ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ

କେନ୍ଯୁଜ୍: ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ । ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରାଯିବ । ବିଭିନ୍ନ ଦେଶରେ ଏହି ଟିକାର ହ୍ୟୁମାନ ଟ୍ରାଏଲ ଚାଲିଛି । ସୂଚନା ଯୋଗ୍ଯ ଭାରତରେ ୧୭ଟି ସ୍ଥାନରେ ଏହାର ଟ୍ରାଏଲ ଚାଲିବ । ଭାରତୀୟ କମ୍ପାନୀ…

ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ହେବ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ, ସଫଳ ହେଲେ ପୃଥିବୀକୁ ମିଳିବ…

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ମାନବ ପରୀକ୍ଷଣ ପାଇଁ ଭାରତର ୫ଟି ସ୍ଥାନ ଚିହ୍ନଟ କରାଯାଇଥିବା ନେଇ କେନ୍ଦ୍ର ବାୟୋଟେକ୍‌ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି । ହଜାର ହଜାର ଲୋକଙ୍କଠାରେ ଏହାର ପରୀକ୍ଷଣ…